କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଦାମ ପ୍ରଶଂସା କରିବାକୁ ନେଇ ଝଡ

ଭୁବନେଶ୍ୱର:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ ଦାମୋଦର ରାଉତ ପ୍ରଶଂସା କରିବାକୁ ନେଇ ଝଡ ସୃଷ୍ଟି ହୋଇଛି । ଦାମଙ୍କ ଏହି ମନ୍ତବ୍ୟ ପରେ ପୁଣି ବିଜେପି-ବିଜେଡି ଗୁପ୍ତ ସମ୍ପର୍କ କଥା ଉଠାଇଛି କଂଗ୍ରେସ। କଥା କଥାରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରୁଥିବା ଦାମ ଖୋଲା ମଞ୍ଚରେ ତାଙ୍କୁ ପ୍ରଶଂସା କରିବାକୁ ନିଜ ଦଳ ବିଜେଡିର ନେତାମାନେ ମଧ୍ୟ ସହଜରେ ହଜମ କରିପାରୁନାହାନ୍ତି । ପୂର୍ବରୁ ବିଜେପି-ବିଜେଡି ଗୁପ୍ତ ବୁଝାମଣାର ଅଭିଯୋଗ କରୁଥିବା କଂଗ୍ରେସ ଏ ମଉକାକୁ ହାତଛଡା […]

dama and dharmendra

dama and dharmendra

Rakesh Mallick
  • Published: Monday, 28 September 2015
  • Updated: 28 September 2015, 06:05 PM IST

Sports

Latest News

ଭୁବନେଶ୍ୱର:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ ଦାମୋଦର ରାଉତ ପ୍ରଶଂସା କରିବାକୁ ନେଇ ଝଡ ସୃଷ୍ଟି ହୋଇଛି । ଦାମଙ୍କ ଏହି ମନ୍ତବ୍ୟ ପରେ ପୁଣି ବିଜେପି-ବିଜେଡି ଗୁପ୍ତ ସମ୍ପର୍କ କଥା ଉଠାଇଛି କଂଗ୍ରେସ। କଥା କଥାରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରୁଥିବା ଦାମ ଖୋଲା ମଞ୍ଚରେ ତାଙ୍କୁ ପ୍ରଶଂସା କରିବାକୁ ନିଜ ଦଳ ବିଜେଡିର ନେତାମାନେ ମଧ୍ୟ ସହଜରେ ହଜମ କରିପାରୁନାହାନ୍ତି ।

ପୂର୍ବରୁ ବିଜେପି-ବିଜେଡି ଗୁପ୍ତ ବୁଝାମଣାର ଅଭିଯୋଗ କରୁଥିବା କଂଗ୍ରେସ ଏ ମଉକାକୁ ହାତଛଡା କରିନି । ରାହୁଲ ଗାନ୍ଧୀ ଓଡିଶା ଆସି ଥିବା ବେଳେ ମୋଦି- ନବୀନଙ୍କ ଭିତରେ ବୁଝାମଣା ରହିଥିବା କହିଥିଲେ । ପିସିସି ସଭାପତି ମଧ୍ୟ ସମାନ ଅଭିଯୋଗ ଉଭୟ ଦଳ ବିରୋଧରେ ଆଣିଥିଲେ । ଏବେ ଦାମଙ୍କ ମନ୍ତବ୍ୟ କଂଗ୍ରେସକୁ ଖୋରାକ ଯୋଗାଇଛି। ଏପରି କି ନିଜ ଦଳର ନେତାମାନେ ଦାମଙ୍କ ମନ୍ତବ୍ୟକୁ ପସନ୍ଦ କରିନାହାନ୍ତି। ସାଂସଦ ତଥାଗତ ଶତପଥୀ କହିଛନ୍ତି ଗଣତନ୍ତ୍ର ଏକ ନାଟକ ନୁହେଁ। ବିଜେଡି ମୁଖପାତ୍ର କହିଛନ୍ତି, ଦଳର ସଭାପତି ଏକଥା ବୁଝିବେ। ଏହା ଉପରେ ପ୍ରତିକ୍ରିୟା ରଖି ଦାମ କହିଛନ୍ତି, ସେ ଯାହା କହିଛନ୍ତି ଶାଳୀନତା ଭିତରେ ରହି କହିଛନ୍ତି। ଏପରି କି ସେ ଏଥିପାଇଁ ଗଣମମାଧ୍ୟମକୁ ଦୋଷ ଦେଇଛନ୍ତି । ବିଜେପି ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛି । ବିଜେପି ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜନୀତି କ୍ଷେତ୍ରରେ କେଉଁମାନେ କାମ କରୁଛନ୍ତି କେହି କାହାର ବ୍ୟକ୍ତିଗତ ଶତ୍ରୁ ନୁହନ୍ତି । ପବ୍ଲିକରେ କେହି କାହାର ପ୍ରଶଂସା କରିବା ତାଙ୍କ ମହାନିୟତା ବୋଲି ହରିଚନ୍ଦନ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story