ଏ ସଂଘର୍ଷ ହେଉଛି 2 ବାପାଙ୍କର। ଜଣେ ଲାଗି ପଡିଛନ୍ତି ପୁଅ କେମିତି ଖଣ୍ଡେ ଟିକେଟ୍ ପାଇବ, ଆଉ ଜଣେ ପୁଅ କେମିତି ନିର୍ବାଚନରେ ଜିତିବ। ପୁଅର ରାଜନୈତିକ କ୍ୟାରିୟର ଗଢିବା ପାଇଁ ଏମାନେ ଏବେ ଦିନରାତି ଏକ କରିଦେଇଛନ୍ତି। 2 ଜଣଙ୍କ ନିଦ ହଜିଯାଇଛି କେବଳ ପୁଅଙ୍କ ପାଇଁ। ଭୋଗରାଇ ବିଧାୟକ ଅନନ୍ତ ଦାସ, ନିଜ ପୁଅ ଅଭିଜିତକୁ କେମିତି ରାଜନୀତିରେ ଷ୍ଟାଣ୍ଡ କରିବେ ସେନେଇ ତାଙ୍କ ଆଖିରେ ଆଉ ନିଦ ନାହିଁ । ଦେଖନ୍ତୁ ପୂରା ରିପୋର୍ଟ।