ବିଜେପି ସହ ଲିଙ୍କରେ ଅଛନ୍ତି ସମୀର !

ନିମାପଡ଼ା ଟିକେଟ ପରିବର୍ତ୍ତନ ପାଇଁ ଦାବି କରିଆସୁଥିବା ସମୀର ଦାଶ ଓ ତାଙ୍କ ସମର୍ଥକମାନେ ପ୍ରତିଦିନ ବୈଠକ କରି ନିଜର ସ୍ଥିତି ଜାହିର କରୁଛନ୍ତି।

Manoj Swain
  • Published: Wednesday, 01 May 2024
  • Updated: 01 May 2024, 04:43 PM IST

Sports

Latest News

ନିମାପଡ଼ା ଟିକେଟ ପରିବର୍ତ୍ତନ ଦାବି କରିଆସୁଥିବା ସମୀର ଦାଶ ଓ ତାଙ୍କ ସମର୍ଥକମାନେ ପ୍ରତିଦିନ ବିଭିନ୍ନ ସ୍ଥାନରେ ବୈଠକ କରି ନିଜର ସ୍ଥିତି ଜାହିର କରୁଛନ୍ତି। ସେପଟେ ଟିକେଟ ପାଇଥିବା ଦିଲ୍ଲୀପ ସାଂସଦ ପ୍ରାର୍ଥୀଙ୍କୁ ଧରି ପ୍ରଚାର କାର୍ଯ୍ୟ ଆରମ୍ଭ କରିସାରିଲେଣି । ସମୀରଙ୍କ ଗୋଷ୍ଠୀ ଦିଲ୍ଲୀପଙ୍କୁ ଗ୍ରହଣ ନକରିବାକୁ ଅଡି ବସିଛନ୍ତି । ଏପଟେ ବିଜେପି ଲିଙ୍କରେ ସମୀର ଦାଶ ଥିବା କଥା ଚର୍ଚ୍ଚା ହେଉଛି । ଯେଉଁ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଭାତୀଙ୍କ ପ୍ରତିକ୍ରିୟା। ଦୀର୍ଘ ପନ୍ଦର ବର୍ଷ ଧରି ପ୍ରତିଦ୍ୱନ୍ଦୀ ଭାବେ ଲଢୁଥିବା ପ୍ରଭାତୀଙ୍କ ମୁହଁରେ ସମୀରଙ୍କ ପ୍ରଂଶସା କିଛି ଭିନ୍ନ ଇଙ୍ଗିତ କରୁଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos