ମେଣ୍ଟ ନୁହେଁ ଯୁଦ୍ଧ ହେବ !

  • Published: Sunday, 31 December 2023
  • , Updated: 31 December 2023, 06:07 PM IST

ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ସହ ସାଲିସ ନୁହେଁ ବରଂ ସିଧାସଳଖ ଯୁଦ୍ଧ କରିବା ମୁଡରେ ବିଜେପି। 2024 ସାଧାରଣ ନିର୍ବାଚନରେ ରାଜ୍ୟର ସବୁ ସିଟରେ ବିଜେଡି ସହ ୱାନ ଟୁ ୱାନ ଫାଇଟ କରିବା ଲକ୍ଷ୍ୟ ନେଇ ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ଜନତା ପାର୍ଟି।

Related story