ଆସିଲା ସମୟ, ଖୋଲିବ ନେତାଙ୍କ ଗୁମର !

  • Published: Sunday, 07 April 2024
  • , Updated: 07 April 2024, 06:21 PM IST

ନିର୍ବାଚନ ସମୟରେ ନେତାଙ୍କ ବ୍ୟକ୍ତିତ୍ବକୁ ନେଇ ଆରମ୍ଭ ହୁଏ ଜୋରଦାର ଚର୍ଚ୍ଚା । ଦାଣ୍ଡ ମଝିରେ ନେତାଙ୍କ ପୁରୁଣା ରେକର୍ଡ ଖୋଲି ଦିଅନ୍ତି ଜନତା । ନୟାଗଡ଼ର ପରୀ ନିଖୋଜ ହତ୍ୟା ମାମଲାଠୁ ଆରମ୍ଭ କରି ପାଟଣାଗଡ଼ର ମମିତା ମେହେର । ମାହାଙ୍ଗା ଡବଲ ମର୍ଡର ଘଟଣାଠୁ ଆରମ୍ଭ କରି ଅର୍ଥ ହେରଫେର ମାମଲା । ପୁଲିସ କର୍ମୀଙ୍କୁ ଧମକ ଚମକ ଦେବା ହେଉ କିମ୍ବା ନବ ଦାସ ହତ୍ୟା ମାମଲା । ନିର୍ବାଚନ ଆସିଲେ ଚା ଖଟିରେ ମନେପଡ଼େ ନେତାଙ୍କ ପୁରୁଣା କଥା। ଦେଖନ୍ତୁ ପୁରା ରିପୋର୍ଟ। 

Related story