ପାଣ୍ଠି ବଢୁଛି, ଖର୍ଚ୍ଚ ହେଉନି !

ଓଡ଼ିଶା ଏକ ଖଣିଜ ସମ୍ପଦ ସମୃଦ୍ଧ ରାଜ୍ୟ। ମାତ୍ର ଏ ରାଜ୍ୟର ବିକାଶ ଯେତିକି ହେବା କଥା ହୋଇନି। ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଥା କହିବା ପରେ ଏବେ ଓଡ଼ିଶାରେ ଖଣି ରାଜସ୍ବ ନେଇ ଚର୍ଚ୍ଚା ବଢ଼ିଛି।

Manoj Swain
  • Published: Wednesday, 22 May 2024
  • Updated: 22 May 2024, 12:44 PM IST

Sports

Latest News

ଓଡ଼ିଶା ଏକ ଖଣିଜ ସମ୍ପଦ ସମୃଦ୍ଧ ରାଜ୍ୟ। ମାତ୍ର ଏ ରାଜ୍ୟର ବିକାଶ ଯେତିକି ହେବା କଥା ହୋଇନି। ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଥା କହିବା ପରେ ଏବେ ଓଡ଼ିଶାରେ ଖଣି ରାଜସ୍ବ ନେଇ ଚର୍ଚ୍ଚା ବଢ଼ିଛି। ବିଶେଷକରି 2015 ପରେ ନୂତନ ଖଣି ଆଇନ ତିଆରି ହେଲା। ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମଏଫ୍ ବି ଗଠନ ହେଲା। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos