ଦିଲ୍ଲୀରେ ହୋଇଛି ବିଜେପିର ଓଡ଼ିଶା ଦଖଲ ଷ୍ଟ୍ରାଟେଜି

  • Published: Tuesday, 26 December 2023
  • , Updated: 26 December 2023, 04:40 PM IST

୨୪'ରେ କେମିତି ଓଡ଼ିଶା ଦଖଲ କରିବ ବିଜେପି। ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରୋଡମ୍ୟାପ୍। ନିଜେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା କରିଛନ୍ତି ସଙ୍ଗଠନ ସମୀକ୍ଷା। ବିଧାନସଭା ଆଉ ଲୋକସଭାରେ ୫୦ ପ୍ରତିଶତରୁ ଅଧିକ ଭୋଟ କରିବାକୁ ରାଜ୍ୟ ସଭାପତିଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ମାହୋଲ ବନାଇବାକୁ ଖୁବଶୀଘ୍ର କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଆସୁଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି। ଅନ୍ୟପଟେ ମିଶନ ୧୩୦ ନେଇ ବିଜେଡ଼ି ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି।

Related story