ଦୋଛକିରେ ବିଜେଡି !

  • Published: Sunday, 30 July 2023
  • , Updated: 30 July 2023, 04:50 PM IST

ସିଏ ବି ଜୁଲାଇ ଥିଲା ଇଏ ବି ଜୁଲାଇ । ସେତେବେଳେ କକ୍ଷତ୍ୟାଗ କରିଥିଲା । ଏବେ କ’ଣ କରିବ ବିଜେଡି ? ଆସ୍ଥା ଭୋଟରେ ସମର୍ଥନ ଦେବ ନା ପୁଣି ଥରେ ଦୂରେଇ ରହିବ ? ଓ୍ୱାକ୍ ଆଉଟ୍ କରିବା ନା ସମଦୂରତ୍ୱ କଥା ପୁଣି ଗାଇବ ?

Related story