ବିଜେଡିରେ ଆଉ ଦେଖିବାକୁ ମିଳିବନି ଷ୍ଟାର କ୍ୟାମ୍ପନର ! 

  • Published: Sunday, 31 March 2024
  • , Updated: 31 March 2024, 01:57 PM IST

ନିର୍ବାଚନ ପ୍ରଚାର ବେଳେ ବିଜେଡିରେ ଆଉ ଦେଖିବାକୁ ମିଳିବନି ଷ୍ଟାର କ୍ୟାମ୍ପନର ! ଓଡ଼ିଆ ସିନେମାର ୪ ହିରୋ ବିଜେଡି ଛାଡ଼ି ଦେଇଛନ୍ତି। ଅଭିନେତାରୁ ରାଜନେତା ପାଲଟିଥିବା ଏହି ୪ ହିରୋଙ୍କ ମଧ୍ୟରୁ ଦୁଇ ଜଣ ବିଜେପିରେ ଯୋଗ ଦେଇଥିବା ବେଳେ ଆଉ ଦୁଇ ଜଣ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଏହି ୪ ହିରୋ ହେଉଛନ୍ତି- ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ। ଦେଖନ୍ତୁ ପୂରା ରିପୋର୍ଟ।  

Related story