ଜବାବ ଦେଲେ ପୀତାମ୍ୱର ଆଚାର୍ଯ୍ୟ: କହିଲେ-ପ୍ରଣବ ପ୍ରକାଶ ଆଇନ ବିଷୟରେ ଅଜ୍ଞ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ସୃଷ୍ଟି ହୋଇଛି ମୁହାଁମୁହିଁ ପରିସ୍ଥିତି। ଦୁଇଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ଏହାର ଜବାବ ଦେବାକୁ ଆଗକୁ ଆସିଥିଲେ ବିଜେଡି ସଙ୍ଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି। ଟ୍ୱିଟ୍‌ କରି ସେ ଧର୍ମେନ୍ଦ୍ରଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ବବିଙ୍କ ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ ବାନ୍ଧିବେ ବୟାନକୁ ଆଜି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର […]

Pitamber and Babi

Pitamber and Babi

Manoranjan Sial
  • Published: Sunday, 21 November 2021
  • Updated: 21 November 2021, 04:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ସୃଷ୍ଟି ହୋଇଛି ମୁହାଁମୁହିଁ ପରିସ୍ଥିତି। ଦୁଇଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ଏହାର ଜବାବ ଦେବାକୁ ଆଗକୁ ଆସିଥିଲେ ବିଜେଡି ସଙ୍ଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି। ଟ୍ୱିଟ୍‌ କରି ସେ ଧର୍ମେନ୍ଦ୍ରଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ବବିଙ୍କ ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ ବାନ୍ଧିବେ ବୟାନକୁ ଆଜି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଆଇନ୍‌ ବିଷୟରେ ଅଜ୍ଞ। ଏଭଳି ବୟାନ ପ୍ରଣବଙ୍କ ଅଜ୍ଞତା ଓ ଅହଂକାରର ପରିପ୍ରକାଶ। ଗୋଟିଏ ପଟେ ମହାଲିଙ୍ଗ ମାମଲାରେ ପ୍ରମାଣ ମାଗୁଛନ୍ତି ରାଜ୍ୟ ସରକାର। ଅନ୍ୟପଟେ ମାହାଙ୍ଗା ମାମଲାରେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ। ଯଦି ଦମ୍‌ ଅଛି ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦିଅନ୍ତୁ ପ୍ରଣବ। ଗୃହ ଓ ଆଇନ ମନ୍ତ୍ରୀଙ୍କୁ ବହିଷ୍କାର କରି CBI ତଦନ୍ତ କରାନ୍ତୁ ବୋଲି ପୀତାମ୍ୱର କହିଛନ୍ତି। ଏଥିରୁ ଜଣାପଡ଼ିଯିବ ଏହି ଦୁଇ ମନ୍ତ୍ରୀ ଦୋଷୀ କି ନାହିଁ।

ଦୁଇ ଦିନ ତଳେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ କହିଛନ୍ତି, ଅହଂକାର ବେଶୀଦିନ ତିଷ୍ଠି ରହିବ ନାହିଁ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ବାହାରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ସିରିଜ୍‌ ଟ୍ୱିଟ୍‌ କରିଥିଲେ ବବି। ସେ ଲେଖିଥିଲେ, ଭାଇ ଅଶେଷ ଧନ୍ୟବାଦ। ଶେଷରେ ଆପଣ ବି ସ୍ୱୀକାର କରିଛନ୍ତି ଯେ ଅତୀତରେ ଯେତେବଡ଼ ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏବେ ମଧ୍ୟ ସେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ଓଡ଼ିଶାବାସୀ ଜାଣିଛନ୍ତି। ଯଦି ଆପଣ ଓ ଆପଣର ଦଳ ଦମ୍‌ ଅଛି, ତାହାହେଲେ ପୁଲିସ କିମ୍ବା ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଠୋସ ପ୍ରମାଣ ଦିଅନ୍ତୁ। ଇସ୍ତଫା ଛାଡ଼ନ୍ତୁ, ମାନ୍ୟବର ମୁଖ୍ୟମନ୍ତ୍ରୀ ବାନ୍ଧିକି ଜେଲରେ ଭର୍ତ୍ତି କରିବେ ବୋଲି ବବି ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story