ବବି କହିଲେ- ମୁଖ୍ୟମନ୍ତ୍ରୀଙ୍କୁ ହୋଇଛି ‘ଆମିଷ’ ଅଣ୍ଡା ମାଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ୍‌ କରି ଫେରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍‌କେଡ୍‌ ଉପରେ ଅଣ୍ଡା ମାଡ଼ ହୋଇଥିଲା। ଏହାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଅଣ୍ଡା ମାଡ଼ର ଗୋଟିଏ ଦିନ ପରେ ଆଜି ମୁହଁ ଖୋଲିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉପରେ କେତେକ ଦୁର୍ବୃତ୍ତ ଆମିଷ ଅଣ୍ଡାମାଡ଼ କରିଛନ୍ତି। […]

pranab-prakash-das

pranab-prakash-das

Manoranjan Sial
  • Published: Thursday, 25 November 2021
  • Updated: 25 November 2021, 11:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ୍‌ କରି ଫେରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍‌କେଡ୍‌ ଉପରେ ଅଣ୍ଡା ମାଡ଼ ହୋଇଥିଲା। ଏହାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଅଣ୍ଡା ମାଡ଼ର ଗୋଟିଏ ଦିନ ପରେ ଆଜି ମୁହଁ ଖୋଲିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉପରେ କେତେକ ଦୁର୍ବୃତ୍ତ ଆମିଷ ଅଣ୍ଡାମାଡ଼ କରିଛନ୍ତି। ତେବେ ବବିଙ୍କ ଏହି ଆମିଷ ଅଣ୍ଡା ଉବାଚ ସୋଶାଲ ମିଡ଼ିଆରେ କଟାକ୍ଷର ଶିକାର ହୋଇଛି। ଅଣ୍ଡା ସବୁବେଳେ ଆମିଷ। କଣ ବଜାରରେ ନିରାମଷ ଅଣ୍ଡା ମିଳୁଛି କି ବୋଲି ଅନେକ ପ୍ରଶ୍ନ କରିଛନ୍ତି।

https://twitter.com/pranabpdas/status/1463871271758811144?s=20

ଅଣ୍ଡା ମାଡ଼କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍‌ କରି ଶ୍ରୀ ଦାସ ଲେଖିଛନ୍ତି, “ଭାଇ ଆପଣ ବିଜେପିର ଜଣେ ବରିଷ୍ଠ ନେତା। ମୋର ବିନମ୍ର ଅନୁରୋଧ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଏହି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା  କରିବା ସହ ସେହି ଭୁଲ କରିଥିବା ବିଜେପି ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ।”

https://twitter.com/pranabpdas/status/1463871098718543892?s=20

ସେ ଆହୁରି ମଧ୍ୟ ଲେଖିଛନ୍ତି-“ଭାଇ ଆପଣଙ୍କ ଦଳ ସବୁବେଳେ ହିନ୍ଦୁ ସଂସ୍କାର ଓ ସଂସ୍କୃତି ବିଷୟରେ ଗୁରୁତ୍ୱ ଦେଇ ଆସିଛି। ଜଗନ୍ନାଥ ସଂସ୍କୃତି ହେଉଛି ଓଡ଼ିଆ ଜାତିର ପରିଚୟ। ମହାପ୍ରଭୁଙ୍କ ସେବା କରି ଆସିଥିବା ଲୋକଙ୍କ ଉପରେ ଆମିଷ ଦ୍ରବ୍ୟ ନିକ୍ଷେପ କରିବା ଓଡ଼ିଆ ଜାତି ଓ କୋଟି କୋଟି ଓଡ଼ିଆଙ୍କୁ ମର୍ମାହତ କରିଛି। ଭାଇ ଆପଣ ଜାଣିଛନ୍ତି ଓ ସାରା ଓଡ଼ିଶାବାସୀଙ୍କ ବିଶ୍ୱାସ ଯିଏ ଜଗନ୍ନାଥ ଦର୍ଶନ କରି ବଡ଼ଦାଣ୍ଡରୁ ଫେରିଛି, ତା’ର ପାଦ ଧରି ନମସ୍କାର କରାଯାଏ। କାରଣ ଶରଧାବାଲି ତା’ ପାଦରେ ଲାଗିଥାଏ। କିନ୍ତୁ ଲଜ୍ଜାର ବିଷୟ ଯେ ଆପଣଙ୍କ ଦଳର ଜଣେ ନେତା ଆମିଷ ଅଣ୍ଡାମାଡ଼ କରିଥିବାର ବାହାବା ନେଉଛନ୍ତି।”

https://twitter.com/pranabpdas/status/1463870878429573122?s=20

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ଦାସ ଟ୍ୱିଟ୍‌ କରି ଲେଖିଛନ୍ତି, “ଭାଇ, ପୁରୀ ଗଜପତିଙ୍କ ଦ୍ୱାରା କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ସମସ୍ତ ଦଳର ନେତା ଓ ଆପଣଙ୍କ ଦଳର ପୁରୀ ବିଧାୟକ ଯୋଗ ଦେଇଥିଲେ। ସେଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେଇଥିଲେ। ଏହି ମହତ କାର୍ଯ୍ୟରେ ଯୋଗଦେଇ ଫେରୁଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରେ କିଛି ଦୁର୍ବୃତ୍ତ ଆମିଷ ଅଣ୍ଡାମାଡ଼ କରିଥିଲେ। ଏହା ଅତ୍ୟନ୍ତ ଲଜ୍ଜାକର ବିଷୟ।”

https://twitter.com/pranabpdas/status/1463870657918222337?s=20

ବବିଙ୍କ ଟ୍ୱିଟ୍‌ ପରେ ଉତ୍ତର ଦେବା ପାଇଁ ସାମ୍ନାକୁ ଆସିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ ପ୍ରଣବ ପ୍ରକାଶ ଦାସଙ୍କୁ କଟାକ୍ଷ କରି ଟ୍ୱିଟ୍‌ କରି ଲେଖିଛନ୍ତି, “ଭାଇଙ୍କୁ ପରାମର୍ଶ ଦେବା ପୂର୍ବରୁ ତୁମ ମୁଖିଆଙ୍କୁ ପରାମର୍ଶ ଦେଲେ ଭଲ ହୁଅନ୍ତା। ପୋଖରୀ ଯାକର ମାଛ ସାରି ବଗ ଯାଉଛି ତୀର୍ଥ କରି। ମମିତା ହତ୍ୟାକାଣ୍ଡରେ ସଂଶ୍ଲିଷ୍ଟ ଦିବ୍ୟଶଙ୍କରଙ୍କୁ ପାଖରେ ବସାଇ ଶକ୍ତି ପଦାନ କଲେ। ଆମିଷ ଓ ନିରାମିଷ ମାମଲାରେ ତୁମ ମୁଖିଆଙ୍କ ଚଟୁ ଆମିଷ ବେଣ୍ଟ ନିରାମିଷ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story