ପୁଣି ଥରେ ସାଂସଦ ହେବା ପାଇଁ ରହିଛି ପ୍ରସନ୍ନ ପାଟ୍ଟଶାଣୀଙ୍କ ଆଗ୍ରହ। ସେ କହିଛନ୍ତି, ଲାଗୁଛି ନବୀନ ବାବୁ ଏଥର ପ୍ରତିଶ୍ରୁତି ପାଳନ କରିବେ। ଯଦି ଜଗନ୍ନାଥ ଥିବେ ନିଶ୍ଚୟ ଟିକେଟ ମିଳିବ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।