ସକାଳେ ବିଜେଡି ଛାଡ଼ିଥିଲେ, ସନ୍ଧ୍ୟାରେ ବିଜେପିରେ ଯୋଗ ଦେଲେ ପୂର୍ଣ୍ଣଚନ୍ଦ୍ର

ପୂର୍ଣ୍ଣଚନ୍ଦ୍ର ସେଠୀ ସନ୍ଧ୍ୟାରେ ବିଧିବଦ୍ଧ ଭାବେ ବିଜେପିରେ  ଯୋଗ ଦେଇଛନ୍ତି

Purnachandra Sethi

ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

Ordigital Desk
  • Published: Monday, 25 March 2024
  • Updated: 25 March 2024, 09:49 PM IST

Sports

Latest News

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରୁ ମୁହଁ ଫେରାଇବାରେ ଲାଗିଛନ୍ତି ନେତା । ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିବା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ସନ୍ଧ୍ୟାରେ ବିଧିବଦ୍ଧ ଭାବେ ବିଜେପିରେ  ଯୋଗ ଦେଇଛନ୍ତି । ଆଗାମୀ ଦିନରେ ଗଞ୍ଜାମରେ ବିଜେପି ବେଶ୍ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ଅଛନ୍ତି।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଶ୍ରୀ ସେଠୀ ଓ ତାଙ୍କ ସମର୍ଥକମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ଏହି ଅବସରରେ ଶ୍ରୀ ସେଠୀ ବିଜେଡିରେ ଏକଛତ୍ରବାଦ ଚାଲିଛି ଓ ବିଜେପିରେ ଗଣତନ୍ତ୍ର ଅଛି ବୋଲି କହିଥିଲେ। ଶ୍ରୀ ସେଠୀ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ୨ଥର ବଡ଼ ଭୋଟ୍ ବ୍ୟବଧାନରେ ଖଲ୍ଲିକୋଟରୁ ବିଜେଡି ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୧୯ରେ ତାଙ୍କୁ ଟିକେଟ୍ ଦିଆଗଲାନି । ୨୦୨୪ରେ ଟିକେଟ୍ ଦେବାର ପ୍ରତିଶ୍ରୁତି ଦେଇଥିଲେ । ମାତ୍ର  ତାଙ୍କୁ ଦଳରେ ଖୋଜାଗଲାନି । ବିଜେଡିରେ ସେ ଅଲୋଡ଼ା ହୋଇଯାଇଥିଲେ ଓ ଅଣନିଶ୍ୱାସୀ ଅନୁଭବ କରୁଥିଲେ । ତେଣୁ ସେ ବିଜେଡି ଛାଡ଼ିଲେ ଓ ତାଙ୍କୁ ଦଳରେ ସାମିଲ ପାଇଁ ବିଜେପି ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଦେଇଥିଲେ।

Also Read

ଏହି ମିଶ୍ରଣପର୍ବରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଆସିକାରୁ ବିଜେପି ସାଂସଦ ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story