ଜୁନ୍ ୧୩ରେ ରାଜ୍ୟସଭା ଉପନିର୍ବାଚନ, କିଏ ନେବେ ସୁବାସଙ୍କ ସ୍ଥାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁବାସ ସିଂହ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ କରିବାକୁ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଜାତୀୟ ନିର୍ବାଚନ କମିଶନ। ଏହି ଉପନିର୍ବାଚନ ପାଇଁ ଜୁନ୍ ୧୩ରେ ଭୋଟ୍ ଗ୍ରହଣ ହେବ। ମେ’ ୨୬ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଜୁନ୍ ୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ଜୁନ୍ ୬ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି […]

Parliament

Parliament

Jitendra Garnayak
  • Published: Friday, 13 May 2022
  • Updated: 13 May 2022, 09:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁବାସ ସିଂହ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ କରିବାକୁ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଜାତୀୟ ନିର୍ବାଚନ କମିଶନ। ଏହି ଉପନିର୍ବାଚନ ପାଇଁ ଜୁନ୍ ୧୩ରେ ଭୋଟ୍ ଗ୍ରହଣ ହେବ। ମେ’ ୨୬ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଜୁନ୍ ୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ଜୁନ୍ ୬ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ।

ଏହି ବିଜ୍ଞପ୍ତି ଅନୁଯାୟୀ, ଜୁନ୍ ୧୩ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ଅପରାହ୍ଣ ୫ଟାରେ ଭୋଟ୍ ଗଣତି କରାଯିବ। ଏଥିରେ ଯିଏ ନିର୍ବାଚିତ ହେବେ ସେ ୨୦୨୬ ଏପ୍ରିଲ ମାସ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ରହିବେ।

ସୁବାସ ସିଂହ କଟକ ମେୟର ନିର୍ବାଚିତ ହେବା ପରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ୨୦୨୦ ମାର୍ଚ୍ଚରେ ସେ ରାଜ୍ୟସଭାକୁ ଯାଇଥିଲେ। ସେ ୨ ବର୍ଷ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ କରିଥିବା ବେଳେ ଗତ ମାର୍ଚ୍ଚ ୨୭ ତାରିଖରେ କଟକର ମେୟର ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ଏପ୍ରିଲ ୨୨ ତାରିଖରେ ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ସୁବାସ ସିଂହ ବିଜେଡିର ହୋଇଥିବା ବେଳେ ଦଳ ତାଙ୍କ ସ୍ଥାନରେ କାହାକୁ ପ୍ରାର୍ଥୀ କରିବ, ସେ ଚିତ୍ର ସ୍ପଷ୍ଟ ହୋଇନାହିଁ। ଏହି ଉପନିର୍ବାଚନ ପୂର୍ବରୁ ଜୁନ୍ ୧୦ରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ସାରା ଦେଶରେ ମୋଟ ୫୭ଟି ଆସନ ନିର୍ବାଚନ ହେବାକୁ ଥିବା ବେଳେ ସେଥିରୁ ଓଡ଼ିଶାର ୩ଟି ରହିଛି। ବିଜେଡିର ଏନ୍‌ ଭାସ୍କର ରାଓ, ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଜୁଲାଇ ୧ରେ ଶେଷ ହେବ। ସେମାନଙ୍କ ସ୍ଥାନରେ ଦଳ କାହାକୁ ପ୍ରାର୍ଥୀ କରିବ, ତାହା ସ୍ପଷ୍ଟ ହୋଇପାରନି। ଏହି ତିନିଟି ଆସନ ପୁଣି ବିଜେଡି ହାତକୁ ଯିବା ନିଶ୍ଚିତ ଥିବା ବେଳେ ଦଳରେ ପ୍ରାର୍ଥୀ ଚୟନକୁ ନେଇ ଦ୍ୱନ୍ଦ୍ୱ ଦେଖା ଯାଇଥିବା ଜଣାପଡ଼ିଛି। ସେହିପରି ରାଜ୍ୟସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିତିବା ନିଶ୍ଚିତ ଥିବା ବେଳେ ଦଳ ପାଇଁ ପ୍ରାର୍ଥୀ ଚୟନରେ ହିଁ ସମସ୍ୟା ହେବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story