ରାଜ୍ୟ ସରକାର ହିନ୍ଦୁ ବିରୋଧୀ ଗତିବିଧିରେ ଜଡିତ: ପ୍ରତାପ ଷଡଙ୍ଗୀ

ଭୁବେନାଶ୍ୱର: ରାଜ୍ୟ ସରକାର ହିନ୍ଦୁ ବିରୋଧୀ ଗତିବିଧିରେ ଜଡ଼ିତ। ଖାସ୍ ସେଥିପାଇଁ ମଠ, ମନ୍ଦିର ଉପରେ ଆକ୍ରମଣ କରାଯାଉଛି ବୋଲି ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରତାପ କହିଛନ୍ତି ଏବେ ରାଜ୍ୟ ସରକାର ଯେଭଳି ବିଭିନ୍ନ ମଠ ଓ ମନ୍ଦିର ଉପରେ ଆକ୍ରୋଶମୂଳକ ମନୋଭାବ ପୋଷଣ କରୁଛନ୍ତି ତାହା ଠିକ୍ ନୁହେଁ। ଏହାସହ ଯେଉଁ ରାଜନେତା ଓ ବରିଷ୍ଠ ଅଧିକାରୀମାନେ ଜମି ହଡପ୍ କରିଛନ୍ତି, ସେମାନଙ୍କ ଜମି […]

pratap

pratap

Rakesh Mallick
  • Published: Tuesday, 06 October 2015
  • Updated: 06 October 2015, 04:47 PM IST

ଭୁବେନାଶ୍ୱର: ରାଜ୍ୟ ସରକାର ହିନ୍ଦୁ ବିରୋଧୀ ଗତିବିଧିରେ ଜଡ଼ିତ। ଖାସ୍ ସେଥିପାଇଁ ମଠ, ମନ୍ଦିର ଉପରେ ଆକ୍ରମଣ କରାଯାଉଛି ବୋଲି ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରତାପ କହିଛନ୍ତି ଏବେ ରାଜ୍ୟ ସରକାର ଯେଭଳି ବିଭିନ୍ନ ମଠ ଓ ମନ୍ଦିର ଉପରେ ଆକ୍ରୋଶମୂଳକ ମନୋଭାବ ପୋଷଣ କରୁଛନ୍ତି ତାହା ଠିକ୍ ନୁହେଁ। ଏହାସହ ଯେଉଁ ରାଜନେତା ଓ ବରିଷ୍ଠ ଅଧିକାରୀମାନେ ଜମି ହଡପ୍ କରିଛନ୍ତି, ସେମାନଙ୍କ ଜମି ପ୍ରଥମେ ସରକାର ନିଜ ହାତକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story