ଦୋ'ଛକିରେ ବରିଷ୍ଠ ନେତା ଅମର ଶତପଥୀ ! ବିଜେଡିରେ ରହିବେ ନା' ଛାଡିବେ ?

  • Published: Monday, 22 April 2024
  • , Updated: 22 April 2024, 05:47 PM IST

ବରିଷ୍ଠ ନେତା ଅମର ଶତପଥୀଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣାରୁ ପ୍ରାର୍ଥୀ କରିଛି ବିଜେଡି। ତେବେ ଅମର ଶତପଥୀଙ୍କ ଟିକେଟ୍‌ କଟିବା ପରେ ସମର୍ଥକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ଶତାଧିକ ସମର୍ଥକ ଅମରଙ୍କ ଭୁବନେଶ୍ୱର ସ୍ଥିତ ବାସ ଭବନରେ ଏକାଠି ହୋଇଛନ୍ତି। ଆଉ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ଅମର ଶତପଥୀ ଦଳରେ ରହିବେ ନା ଛାଡିବେ ସେ ନେଇ ରାଜନୈତକ ମହଲରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଦେଖନ୍ତୁ ପୂରା ରିପୋର୍ଟ। 

Related story