ଓଡ଼ିଶାର ଚାଷୀ ମାସିକ ୫ ହଜାର ରୋଜଗାର କରିବା ବି କଷ୍ଟକର; ବିଜେପି

ଗତ ୨୦୦୯ ମସିହାଠାରୁ ବିଜେଡି ସରକାର କୃଷକଙ୍କୁ କେବଳ ପ୍ରତିଶ୍ରୁତି ଦେଇ ଆସୁଛି। କିନ୍ତୁ କିଛି ପୂରଣ ହେଉନାହିଁ। ଯୋଜନା ଉପରେ ଯୋଜନା ହେଉଛି, ତଥାପି କୃଷକଙ୍କ ବିକାଶ ହେଉନାହିଁ ବୋଲି ବିଜେପି କହିଛି।

Manoj Swain
  • Published: Thursday, 02 May 2024
  • Updated: 02 May 2024, 06:08 PM IST

Sports

Latest News

କୃଷି ଓ କୃଷକ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ପ୍ରେସମିଟରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କହିଲେ, ଜଳସେଚନ ପାଇଁ କୌଣସି ସୁବିଧା କରିନାହାନ୍ତି ରାଜ୍ୟ ସରକାର। ଚାଷୀ ମାସିକ ୫ ହଜାର ରୋଜଗାର କରିବା ବି କଷ୍ଟକର। ରାଜ୍ୟରେ କୃଷିଭିତ୍ତିକ ଶିଳ୍ପ ବନ୍ଦ ହେଲା, ଶୀତଳ ଭଣ୍ଡାର ନାହିଁ। ଗତ ୨୦୦୯ ମସିହାଠାରୁ ବିଜେଡି ସରକାର କୃଷକଙ୍କୁ କେବଳ ପ୍ରତିଶ୍ରୁତି ଦେଇ ଆସୁଛି। କିନ୍ତୁ କିଛି ପୂରଣ ହେଉନାହିଁ। ଯୋଜନା ଉପରେ ଯୋଜନା ହେଉଛି, ତଥାପି କୃଷକଙ୍କ ବିକାଶ ହେଉନାହିଁ ବୋଲି ବିଜେପି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos