ତାମିଲନାଡୁରେ ଆଗେଇ ଚାଲିଛି DMK, ପଛରେ BJPର କେ ଆନ୍ନାମଲାଇ

ତାମିଲନାଡୁରେ 39 ଲୋକସଭା ଆସନ ପାଇଁ ଆଜି ଚାଲିଛି ଭୋଟ୍ ଗଣତି।

Representative Image

ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Tuesday, 04 June 2024
  • Updated: 04 June 2024, 10:36 AM IST

Sports

Latest News

ତାମିଲନାଡୁରେ 39 ଲୋକସଭା ଆସନ ପାଇଁ ଆଜି ଚାଲିଛି ଭୋଟ୍ ଗଣତି। ପ୍ରାଥମିକ ଫଳାଫଳ ରିପୋର୍ଟ ଅନୁସାରେ, 19ଟି ସଂସଦୀୟ କ୍ଷେତ୍ରରୁ ଆଗରେ ରହିଛି ଡିଏମକେ।

ସେହିପରି କଂଗ୍ରେସ 7ଟି ଆସନରେ ଆଗୁଆ ରହିଛି। ତିରୁନେଲଭେଲି, ମୟିଲାଦୁଥୁରାଇ, କୁଡ୍ଡାଲୋର, ବିରୁଧୁନଗର, ଶିବଗଙ୍ଗା, କରୁର, ତିରୁଭାଲୁର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ଆଗରେ ଅଛନ୍ତି।

ଅନ୍ୟପଟେ, ପ୍ରଥମ ଫେଜ୍ ଗଣତି ସୁଦ୍ଧା ବିଜେପି ରାଜ୍ୟ ସଭାପତି କେ ଆନ୍ନାମଲାଇ ପଛରେ ରହିଥିବା ଜଣାପଡ଼ିଛି। ଡିଏମକେର ଗଣପତି ରାଜକୁମାର ତାଙ୍କୁ କୋଏମ୍ବାଟୁର ଆସନରୁ ପଛରେ ପକାଇ ଆଗେଇ ଚାଲିଛନ୍ତି।

ସେପଟେ, କଂଗ୍ରେର ରୋବର୍ଟ ବ୍ରୁସ୍ ମଧ୍ୟ ବିଜେପିର ପ୍ରାର୍ଥୀ ନୈନାର ନାଗେନ୍ଦ୍ରନଙ୍କୁ ପଛରେ ପକାଇ ଆଗରେ ଅଛନ୍ତି। ତିରୁନାଲେଭେଲି ଆସନରୁ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story