ସରକାରୀ କଳର ଦୁରୂପଯୋଗ କରୁଛି ଶାସକ ଦଳ, ଫେରାଦ ହେଲା ବିଜେପି

ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛନ୍ତି।

BJP

ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା

Ordigital Desk
  • Published: Monday, 01 April 2024
  • Updated: 01 April 2024, 10:03 PM IST

Sports

Latest News

କଳେବଳେ ନିର୍ବାଚନ ଜିତିବା ପାଇଁ ଅପଚେଷ୍ଟା କରୁଛି  ଶାସକ ଦଳ। ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲ୍ଲଘଂନ କରୁଛି। ସରକାରୀ କଳର ଦୁରୂପଯୋଗ କରି ଭୋଟରଙ୍କୁ ପ୍ରଭାବିତ ପାଇଁ ଉଦ୍ୟମ କରୁଛି। ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି।

ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛନ୍ତି। ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ଯେ,  ନିର୍ବାଚନରେ ଜିତିବା ପାଇଁ ବିଜେଡି ଏବେ ଶାସନ କଳ ଓ ପ୍ରଶାସନିକ ବ୍ୟବସ୍ଥାର ଦୂରୁପଯୋଗ କରୁଛି। ସାଧାରଣ ନିର୍ବାଚନ ପାଇଁ ମାର୍ଚ୍ଚ ୧୬ ତାରିଖରେ ବିଜ୍ଞାପନ ପ୍ରକାଶ ପାଇଲା। ନିୟମ ଅନୁଯାୟୀ ସେହି ଦିନଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା କଥା। କିନ୍ତୁ ରାଜ୍ୟ ସରକାରଙ୍କ ପଂଚାୟତିରାଜ ବିଭାଗ ମାର୍ଚ୍ଚ ୨୭ରେ ଗ୍ରାମ ପଂଚାୟତ ବିକାଶ ଯୋଜନାକୁ ନିଜ ସାଇଟରେ ଅପଲୋଡ କଲେ। ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ୩୦ଟି ଜିଲ୍ଲା ଅନ୍ତର୍ଗତ ୩୧୪ଟି ବ୍ଲକର ୬୭୯୪ଟି ଗ୍ରାମ ପଂଚାୟତ ପାଇଁ ଶହ ଶହ ପ୍ରକଳ୍ପର ତାଲିକା ଏଥିରେ ପ୍ରକାଶ ପାଇଛି। ଯାହାକି ଶାସକ ଦଳ ଭୋଟରଙ୍କୁ ପ୍ରଲୋଭିତ କରି ଉଦ୍ଦେଶ୍ୟମୂଳକ ଭାବେ ଆଦର୍ଶ ଆଚରଣ ବିଧିର ଖୋଲା ଉଲଘଂନ କରୁଛନ୍ତି। ତେଣୁ ଗ୍ରାମ ପଂଚାୟତ ବିକାଶ ଯୋଜନାରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ବାତିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ବିଜେପି ଦାବି କରିଛି।

Also Read

ମହିଳା ବିଜେଡି ସଭାନେତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଦୁର୍ଗାପ୍ରସାଦ ଛୁରିଆଙ୍କୁ ବେଆଇନ ଭାବେ ବରଗଡ଼ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ପଦବୀରେ ନିଯୁକ୍ତି ଦିଆଯାଇଛି। ନିୟନ୍ତ୍ରିତ ବଜାର କମିଟି ରାଜ୍ୟ ସମବାୟ ସଂସ୍ଥାର ପରିଧି ଅନ୍ତର୍ଭୁକ୍ତ। ଏହି କମିଟିର ସମ୍ପାଦକ ପଦ ପାଇଁ ରାଜ୍ୟ ସମବାୟ ସଂସ୍ଥାର ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥାଏ। ଯଦି କୌଣସି ବାହାର ସଂସ୍ଥାର କର୍ମଚାରୀ ଏହାର ଦାୟିତ୍ୱ ନିଅନ୍ତି, ତେବେ ସେ ସର୍ବାଧିକ ୬ ବର୍ଷ ପାଇଁ ପଦବୀରେ ରହିବାର ନିୟମ ଅଛି କିନ୍ତୁ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅନୈତିକ ଚାପ ଫଳରେ ତାଙ୍କ ସ୍ୱାମୀ ୯ବର୍ଷ କାଳ ଏହି ପଦବୀକୁ ମାଡ଼ି ବସିଛନ୍ତି। କେବଳ ସେତିକି ନୁହେଁ ପଦ୍ମପୁର ଓ ଅତାବିରା ଭଳି ୨ଟି ପଡ଼ୋଶୀ ନିୟନ୍ତ୍ରିତ ବଜାର କମିଟିର ନିର୍ଦ୍ଦେଶକ ଭାବେ ଦୁର୍ଗାପ୍ରସାଦ ଛୁରିଆ କାର୍ଯ୍ୟ କରୁଛନ୍ତି। ଉକ୍ତ କମିଟି ଦୁଇଟିର ସମ୍ପାଦକ କେବଳ ନାମକୁ ମାତ୍ର ଦାୟିତ୍ୱ ନିର୍ବାହ କରନ୍ତି। ଅସଲ କ୍ଷମତା ନିର୍ଦ୍ଦେଶକ ଛୁରିଆଙ୍କ ହାତରେ ନ୍ୟସ୍ତ ଥାଏ। ସରକାରୀ ସଂସ୍ଥା ମାଧ୍ୟମରେ ସାଧାରଣ ଚାଷୀକୂଳକୁ ଏଭଳି ପ୍ରଭାବିତ କରିବା ଜନପ୍ରତିନିଧି ଆଇନ ୧୯୫୧ର ଧାରା ୧୨୯ର ଖୋଲା ଉଲଘଂନ ବୋଲି ବିଜେପି କହିଛି।

କୃଷି ସମୃଦ୍ଧ ପଶ୍ଚିମ ଓଡ଼ିଶାର ଚାଷୀ ନିଜ ଉତ୍ପାଦନର ବିପଣନ ପାଇଁ ନିୟନ୍ତ୍ରିତ ବଜାର କମିଟି ଉପରେ ବହୁଳ ଭାବରେ ନିର୍ଭର କରିବା ଏକ ସାଧାରଣ ଘଟଣା। ଏହାର ସୁଯୋଗ ନେଇ ସରକାରୀ ଦଳ ଉପରୋକ୍ତ କମିଟିଗୁଡ଼ିକର ଦୁରୂପଯୋଗ କରୁଥିବାରୁ ଶ୍ରୀ ଛୁରିଆଙ୍କୁ ତୁରନ୍ତ ସମ୍ବଲପୁର ଓ ବରଗଡ ଜିଲ୍ଲା ବାହାରକୁ ବଦଳି କରିବା ସହ ତାଙ୍କ ବିରୁଦ୍ଧରେ ମୋକଦ୍ଦମା ଦାଏର ପାଇଁ ବିଜେପି ଦାବି କରିଛି।
ଏହି ପ୍ରତିନିଧିମଣ୍ଡଳୀରେ ସୋନାଲୀ ସାହୁ, ରାଧାକାନ୍ତ ମହନ୍ତ, ଜୟନ୍ତ ଜେନା ଓ ଅରିନ୍ଦମ ରାୟ ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story