'ଆଗୁଆ ଟିକେଟ ଘୋଷଣା ହେଲେ ଭଲ'

'ଯଦି ଆଗୁଆ ଟିକେଟ ଘୋଷଣା ହେଇ ଯାଏ, ତେବେ ଯିଏ ପ୍ରାର୍ଥୀ ହେବେ ତାଙ୍କୁ ଗ୍ରାଉଣ୍ଡରେ ବୁଲିବା ପାଇଁ ଯଥେଷ୍ଟ ସମୟ ମିଳିବ'

Manoj Swain
  • Published: Friday, 29 December 2023
  • Updated: 29 December 2023, 03:36 PM IST

Sports

Latest News

ଆଗୁଆ ଟିକେଟ ଘୋଷଣା ହେଲେ ବହୁତ ଭଲ। କାରଣ ଗୋଟେ ଲୋକସଭା ନିର୍ବାଚନମଣ୍ଡଳୀ ବହୁତ ବଡ଼ କ୍ଷେତ୍ର। ଯଦି ଆଗୁଆ ଟିକେଟ ଘୋଷଣା ହେଇ ଯାଏ, ତେବେ ଯିଏ ପ୍ରାର୍ଥୀ ହେବେ ତାଙ୍କୁ ଗ୍ରାଉଣ୍ଡରେ ବୁଲିବା ପାଇଁ ଯଥେଷ୍ଟ ସମୟ ମିଳିବ। କିଛି ଏଭଳି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos