'ଆଗୁଆ ଟିକେଟ ଘୋଷଣା ହେଲେ ଭଲ'

  • Published: Friday, 29 December 2023
  • , Updated: 29 December 2023, 03:36 PM IST

ଆଗୁଆ ଟିକେଟ ଘୋଷଣା ହେଲେ ବହୁତ ଭଲ। କାରଣ ଗୋଟେ ଲୋକସଭା ନିର୍ବାଚନମଣ୍ଡଳୀ ବହୁତ ବଡ଼ କ୍ଷେତ୍ର। ଯଦି ଆଗୁଆ ଟିକେଟ ଘୋଷଣା ହେଇ ଯାଏ, ତେବେ ଯିଏ ପ୍ରାର୍ଥୀ ହେବେ ତାଙ୍କୁ ଗ୍ରାଉଣ୍ଡରେ ବୁଲିବା ପାଇଁ ଯଥେଷ୍ଟ ସମୟ ମିଳିବ। କିଛି ଏଭଳି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ।

Related story