ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି: ନବୀନ ନିବାସ ଓ ଡିଡି ଅଫିସ ଘେରିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିିଶ୍ରଙ୍କ ବହିଷ୍କାର ଓ କଂଗ୍ରେସ କର୍ମୀମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ କଂଗ୍ରେସ ନିଜର ଆନ୍ଦୋଳନକୁ ଜୋରଦାର କରିଛି । ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଏକକାଳୀନ ଭାବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ଓ ପୁଲିସ ଡିଜିଙ୍କ କ୍ୟାମ୍ପ ଅଫିସ ଘେରାଉ କରାଯାଇଥିଲା । ଏହି ଘେରାଉ ସମୟରେ ପୁଲିସ ସହ ଛାତ୍ର କଂଗ୍ରେସ କର୍ମୀମାନେ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି । […]

congress1

congress1

Ordigital Desk
  • Published: Tuesday, 16 November 2021
  • Updated: 16 November 2021, 10:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିିଶ୍ରଙ୍କ ବହିଷ୍କାର ଓ କଂଗ୍ରେସ କର୍ମୀମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ କଂଗ୍ରେସ ନିଜର ଆନ୍ଦୋଳନକୁ ଜୋରଦାର କରିଛି । ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଏକକାଳୀନ ଭାବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ଓ ପୁଲିସ ଡିଜିଙ୍କ କ୍ୟାମ୍ପ ଅଫିସ ଘେରାଉ କରାଯାଇଥିଲା । ଏହି ଘେରାଉ ସମୟରେ ପୁଲିସ ସହ ଛାତ୍ର କଂଗ୍ରେସ କର୍ମୀମାନେ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି ।

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର କର୍ମୀମାନେ ଦୁଇଭାଗରେ ବିଭକ୍ତ ନବୀନ ନିବାସ ଓ ଡିଜି ପୋଲିସ୍ କ୍ୟାମ୍ପ ଅଫିସ ସମ୍ମୁଖରେ ବିକ୍ଷୋଭ କଲେ । ନବୀନ ନିବାସକୁ ଆଡ଼କୁ ଅଗ୍ରସର ହେଉଥିବା ଛାତ୍ର କଂଗ୍ରେସ ସଭାପତି ନୱାଜ ଓ ଅନ୍ୟ ଛାତ୍ର ମାନଙ୍କ ସହ ସେଠାରେ କାର୍ଯ୍ୟରତ ପୋଲିସଙ୍କର ଧସ୍ତାଧସ୍ତି ହୋଇଥିଲା ଏବଂ ସେଠାରେ ଶତାଧିକ ଛାତ୍ର କଂଗ୍ରେସ କର୍ମୀ ଗିରଫ ହୋଇଥିଲେ । ଛାତ୍ର କଂଗ୍ରେସର ଶତାଧିକ କର୍ମୀ ତିନି ଘଣ୍ଟା ଧରି ଡିଜି ଅଫିସକୁ ଘେରାଉ କରିଥିଲେ । ଏହାପରେ ଛାତ୍ର କଂଗ୍ରେସର ଏକ କମିଟି ଡିଜି କ୍ୟାମ୍ପ ଅଫିସରେ ଉପସ୍ଥିତ ଥିବା ପୁଲିସ କମିଶନରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ହତ୍ୟାକାରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଡିଜିପିଙ୍କୁ ଦେଇଥିବା ଦାବିପତ୍ରରେ ରାଜ୍ୟ ପୁଲିସ ବିଭାଗର ପକ୍ଷପାତିପୂର୍ଣ୍ଣ କାର୍ଯ୍ୟକଳାପ ସଂପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛି । ବରଗଡ଼ ସମେତ ବିଭିନ୍ନ ଜିଲ୍ଲାରେ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆନ୍ଦୋଳନ କରୁଥିବା ଛାତ୍ର କଂଗ୍ରେସ ଓ କଂଗ୍ରେସ କର୍ମୀଙ୍କ ଉପରେ ବିଜେଡ଼ି ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରୁଥିବାବେଳେ ପୁଲିସ୍ ସେଠାରେ ଉପସ୍ଥିତ ଥାଇ ନିରବଦ୍ରଷ୍ଟା ସାଜିବା ପୁଲିସର ବିଜେଡ଼ି ପ୍ରୀତିକୁ ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି ବୋଲି କଂଗ୍ରେସ କର୍ମୀମାନେ ଅଭିଯୋଗ କରିଥିଲେ ।

ଅନେକ ଜିଲ୍ଲାରେ ମଧ୍ୟ ପୋଲିସ ଆନ୍ଦୋଳନରତ ଛାତ୍ର କଂଗ୍ରେସ ଓ କଂଗ୍ରେସ କର୍ମୀଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ଯାହା ଦ୍ୱାରା ଏ ରାଜ୍ୟରେ ଗଣତନ୍ତ୍ର ହତ୍ୟା ହେଉଛି ବୋଲି ସାଧାରଣ ଲୋକ ଅନୁଭବ କଲେଣି । ପୁଲିସର ଏତାଦୃଶ କାର୍ଯ୍ୟକଳାପ ସଂପୂର୍ଣ୍ଣ ଭାବରେ ପୁଲିସର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ଉତ୍ତରାଂଚଳ ଡିଆଇଜି ବିନା ତଦନ୍ତରେ ହତ୍ୟାକାରୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ କ୍ଲିନଚିଟ ଦେଇଦେଲେ । ଏହାଦ୍ୱାରା ପୁଲିସ କଳଙ୍କିତ ହେଉଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଡିଜିପିଙ୍କୁ ଏସବୁ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ରଜତ ଚୌଧୁରୀ, ସତ୍ୟପ୍ରକାଶ ନାୟକ, ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ସଂକୁନା କହଁର, ଅଜୟ ସାହୁ, ମନୋଜ ବିଶ୍ୱାଳ, ସୁବ୍ରତ ମହାପାତ୍ର, ନିହାର ବେହେରା, ସୁବାସ ପ୍ରଧାନ,କିରଣ ସାହୁ, ନଳିନୀକାନ୍ତ ନାୟକ, କାର୍ତିକେଶ୍ୱର କାଣ୍ଡି, ମହମ୍ମଦ ଗୁଲଫାମ, ଆଦିତ୍ୟ ପ୍ରୀତମ ଦାସ, ରଣଜିତ ସେନାପତି, ସୁରଜ ରାଉତ, ସାଗର ପଟ୍ଟନାୟକ, ଜଗଦିଶ ଗଜେନ୍ଦ୍ର, ବିଶ୍ୱଭୁଷଣ ମହାପାତ୍ର, ଅଖିଳେଷ ଯାଦବ, ମହମ୍ମଦ ଖାନ, ସନ୍ଦୀପ ରାଉତରାୟ, ଶୁଭମ ଦାସ, ରଜନୀ ମହାନ୍ତି, ଅର୍ମାନ ଜେନା, ସୌମ୍ୟ ମିଶ୍ର, ଶ୍ରୀୟାଶ୍ରିମୀ ଥାପ୍ପା, ଲିପିକା ପାତ୍ର, ଭାଗ୍ୟଶ୍ରୀ ମହାନ୍ତି, ବଟକୃଷ୍ଣ ରାଉତରାୟ, ନିତେଶ ବେହେରା, ନିଆଜୁଲ ଇସ୍‌ଲାମ, ଉଦିତ ପ୍ରଧାନ, ସୁନିଲ ସାହୁ ଗାନ୍ଧୀ, ପ୍ରତ୍ୟୁଷ ପ୍ରଧାନ, ରାକେଶ ନାୟକ, ଆଦିତ୍ୟ କହଁର, ସମିଉଲ ହକ, ସଂଜିବ ରାଉତ, ଆର୍ଯ୍ୟାନ ସାସମଲ, ଜିତେନ୍ଦ୍ର ମଲ୍ଲିକ, ସୁଲଭ ମହାପାତ୍ର, ତନ୍ମୟ ଜେନା, ଆଶୁତୋଷ ବେହେରା, ରାଜଦ୍ୱୀପ ବେହେରା, ଶୁଭମ ନନ୍ଦ,ଜ୍ୟୋତିନ୍ଦ୍ର ବାରିକ, ଶେଖର ରଣା, ପୃଥୀରାଜ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story