କରୋନା ଆକ୍ରାନ୍ତଙ୍କ ପାଇଁ ଡାକ୍ତରଙ୍କ ଭରସା ଏହି ୪ ଔଷଧ!

ନୂଆଦିଲ୍ଲୀ: ସାରା ବିଶ୍ୱ ପାଇଁ କରୋନା ଭାଇରସ ଏବେ ଚିନ୍ତାର ବିଷୟ ପାଲଟିଛି। ଏଯାବତ ସାରା ବିଶ୍ୱରେ ୪୭୮,୪୪୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୧,୫୨୪ ଜଣଙ୍କର ମୃତ୍ୟୁ ହୋଇଛି। ୧୧୫, ୬୬୮ ଜଣ ସୁସ୍ଥ ହୋଇଛନ୍ତି। ୩୪୧, ୨୫୪ ଜଣ ଏବେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଯଦିଓ ଏହି ମାରାତ୍ମକ ଭାଇରସର ଚିକିତ୍ସା ପାଇଁ କୌଣସି ଔଷଧ କିମ୍ୱା ଟୀକା ବାହାରି ନାହିଁ। ହେଲେ ବିଶ୍ୱର ଅନେକ ବିଶେଷଜ୍ଞ ବିଭିନ୍ନ ଔଷଧର ପ୍ରୟୋଗ କରି […]

corona ward

corona ward

Subhransu Sekhar
  • Published: Thursday, 26 March 2020
  • Updated: 26 March 2020, 05:41 PM IST

Sports

Latest News

ନୂଆଦିଲ୍ଲୀ: ସାରା ବିଶ୍ୱ ପାଇଁ କରୋନା ଭାଇରସ ଏବେ ଚିନ୍ତାର ବିଷୟ ପାଲଟିଛି। ଏଯାବତ ସାରା ବିଶ୍ୱରେ ୪୭୮,୪୪୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୧,୫୨୪ ଜଣଙ୍କର ମୃତ୍ୟୁ ହୋଇଛି। ୧୧୫, ୬୬୮ ଜଣ ସୁସ୍ଥ ହୋଇଛନ୍ତି। ୩୪୧, ୨୫୪ ଜଣ ଏବେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଯଦିଓ ଏହି ମାରାତ୍ମକ ଭାଇରସର ଚିକିତ୍ସା ପାଇଁ କୌଣସି ଔଷଧ କିମ୍ୱା ଟୀକା ବାହାରି ନାହିଁ। ହେଲେ ବିଶ୍ୱର ଅନେକ ବିଶେଷଜ୍ଞ ବିଭିନ୍ନ ଔଷଧର ପ୍ରୟୋଗ କରି କିଛି ମାତ୍ରାରେ କରୋନା ଆକ୍ରାନ୍ତଙ୍କୁ ଆରୋଗ୍ୟ କରିବାରେ ସଫଳ ହୋଇଛନ୍ତି।

ରେମଡେସିଭିର, ଆଣ୍ଟି-ଏବୋଲା ଡ୍ରଗ

ପୂର୍ବରୁ ବିଶ୍ୱ ମହାମାରୀ ଭାବେ ଘୋଷିତ ହୋଇଥିଲା ଏବୋଲା। ଏହି ଏବୋଲା ଭାଇରସର ମୁକାବିଲା ପାଇଁ ରେମଡେସିଭିର, ଆଣ୍ଟି-ଏବୋଲା ଔଷଧର ପ୍ରୟୋଗ କରାଯାଇଥିଲା। ଏବେ କୋଭିଡ-୧୯ର ମୁକାବିଲା କରିବା ପାଇଁ ରେମଡେସିଭି ଔଷଧର ବ୍ୟବହାର କରୁଛନ୍ତି ଅନେକ ଡାକ୍ତର। ରେମଡେସିଭ ଆମେରିକାର ଗିଲେଡ ବାୟୋଟେକ୍ନୋଲଜି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଛି। ୨୦୦୯ ପାଖରୁ ଏହି କମ୍ପାନୀ ଔଷଧ ତିଆରି କରୁଛି।

କଲେଟା, ଏଚଆଇଭି ଔଷଧ

କଲେଟା ଏହି ଔଷଧ ଏବେ ପରୀକ୍ଷାମୂଳକ ଭାବରେ ବ୍ୟବହାର କରାଯାଉଛି। ଏହି ଔଷଧ ଆବଭିଇ ଦ୍ୱାରା ପ୍ରସ୍ତୁତ ହୋଇଛି। ଚାଇନାର ଏହି ଔଷଧ ବ୍ୟବହାର ଉପରେ ଆପତ୍ତି ଉାଠଇଥିଲା। ଚାଇନାର ବୈଜ୍ଞାନିକମାନେ ଏକ ଅଧ୍ୟୟନରେ ପାଇଛନ୍ତି ଯେ ଏହି ଔଷଧ ରୋଗୀର ମୃତ୍ୟୁ ହାରରେ ଉନ୍ନତି ଆଣିନାହିଁ। ହେଲେ ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏହି ଔଷଧକୁ କ୍ଲୋରୋକୁଇନ ସହିତ ମିଶାଇ କିଛି କରୋନା ଆକ୍ରାନ୍ତଙ୍କ ଶରୀରରେ ପ୍ରୟୋଗ କରିବା ପରେ ସଫଳ ହୋଇଛନ୍ତି।

ହାଇଡ୍ରାକ୍ସି କ୍ଲୋରୋକୁଇନ୍, ଆଣ୍ଟି ମାଲେରିଆ ଔଷଧ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ କହିଥିଲେ, କୋଭିଡ-୧୯ର ଚିକିତ୍ସା ବେଳେ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଔଷଧର ଚାହିଦା ବୃଦ୍ଧି ପାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏଫଡିଏ ଦ୍ୱାରା ଏହି ଔଷଧ ଅନୁମୋଦିତ ହୋଇଛି। ଏବେ କରୋନାକୁ ନେଇ ଅନେକ ଗବେଷକ ଅନୁଧ୍ୟାନ କରୁଥିବା ବେଳେ କିଛି କରୋନା ଆକ୍ରାନ୍ତଙ୍କ ଶରୀରରେ ଏହି ହାଇଡ୍ରୋ କ୍ଲୋରୋକୁଇନ୍ ଔଷଧ ପ୍ରୟୋଗ କରି ସଫଳ ହୋଇଛନ୍ତି। ଯଦିଓ ଏହି ଔଷଧ କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବହୃତ ହେବେ ବୋଲି ସରକାରୀ ଭାବରେ କୁହାଯାଇନାହିଁ। ହେଲେ ଡାକ୍ତରମାନେ ଏହାକୁ ପ୍ରୟୋଗ କରି କିଛି ମାତ୍ରାରେ ସଫଳ ହୋଇଛନ୍ତି। ଭାରତ ମଧ୍ୟ ଏହି ଔଷଧ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି।

ମନୋକ୍ଲୋନାଲ

ଅନେକ ବୈଜ୍ଞାନିକ ମନୋକ୍ଲୋନାଲ ଆଣ୍ଟିବଡି ଆକାରରେ ପ୍ରତିଷେଧକ ଚିକିତ୍ସା ବିକାଶ କରିବାକୁ ଚେଷ୍ଟା କରୁଛନ୍ତି। ଏହା ଏକ ପ୍ରକାରର ପ୍ରୋଟିନ୍ ଯାହାକି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଇ ଜୀବାଣୁକୁ ମାରିଥାଏ। ଗତ ଜାନୁଆରୀ ମାସରେ ମନୋକ୍ଲୋନାଲ ଔଷଧ ତିଆରି କରୁଥିବା କମ୍ପାନୀ ଭୀର ବାୟୋ ଟେକ୍ନୋଲଜି ଏ ବାବଦରେ ସୂଚନା ଦେଇଥିଲା।

ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ଅନେକ ଦେଶ ଭେକସିନ୍ ବାହାର କରିଛନ୍ତି। ହେଲେ ମଣିଷ ଶରୀରରେ ପ୍ରୟୋଗ କଲେ କେତେ ସଫଳ ହେବେ ସେ ନେଇ ଗବେଷଣା ଚାଲିଛି। ଏଥିପାଇଁ ବର୍ଷେରୁ ଅଧିକ ସମୟ ଲାଗିବ। ଆମେରିକା କରୋନା ପାଇଁ ଭେକସିନ୍ ବାହାର କରି କିଛି ବ୍ୟକ୍ତିଙ୍କ ଶରୀରରେ ପ୍ରୟୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story