ସିଗାରେଟର ନିକୋଟିନରୁ କରୋନା ଚିକିତ୍ସା ପାଇଁ ପ୍ରୟାସ

ପ୍ୟାରିସ: ସିଗାରେଟରେ ଥିବା ନିକୋଟିନରୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ହେବ। ଏଥିପାଇଁ ଫ୍ରାନ୍ସର ବୈଜ୍ଞାନିକମାନେ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ୟାରିସର ସବୁଠୁ ବଡ଼ ଡାକ୍ତରଖାନାର ଗବେଷକମାନେ ନିକଟରେ ୩୪୩ କରୋନା ଆକ୍ରାନ୍ତଙ୍କୁ ସମୀକ୍ଷା କରିଥିଲେ। ସେଥିମଧ୍ୟରୁ ୧୩୯ ଜଣ ଲୋକଙ୍କ ପାଖରେ କରୋନାରେ ସାମାନ୍ୟ ଭାବରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ ୫ ପ୍ରତିଶତ ସିଗାରେଟ ଟାଣନ୍ତି। ହେଲେ ଦେଶର ଜନସଂଖ୍ୟାର ୩୫ ପ୍ରତିଶତ ଲୋକ ସିଗାରେଟ ଟାଣିଥାନ୍ତି। ଗବେଷକମାନେ ସିଗାରେଟକୁ ନିକୋଟିନ ସହିତ ଯୋଡ଼ିବାର କାରଣ […]

france corona

france corona

Subhransu Sekhar
  • Published: Friday, 24 April 2020
  • Updated: 24 April 2020, 05:33 PM IST

Sports

Latest News

ପ୍ୟାରିସ: ସିଗାରେଟରେ ଥିବା ନିକୋଟିନରୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ହେବ। ଏଥିପାଇଁ ଫ୍ରାନ୍ସର ବୈଜ୍ଞାନିକମାନେ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ୟାରିସର ସବୁଠୁ ବଡ଼ ଡାକ୍ତରଖାନାର ଗବେଷକମାନେ ନିକଟରେ ୩୪୩ କରୋନା ଆକ୍ରାନ୍ତଙ୍କୁ ସମୀକ୍ଷା କରିଥିଲେ। ସେଥିମଧ୍ୟରୁ ୧୩୯ ଜଣ ଲୋକଙ୍କ ପାଖରେ କରୋନାରେ ସାମାନ୍ୟ ଭାବରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ ୫ ପ୍ରତିଶତ ସିଗାରେଟ ଟାଣନ୍ତି। ହେଲେ ଦେଶର ଜନସଂଖ୍ୟାର ୩୫ ପ୍ରତିଶତ ଲୋକ ସିଗାରେଟ ଟାଣିଥାନ୍ତି।

ଗବେଷକମାନେ ସିଗାରେଟକୁ ନିକୋଟିନ ସହିତ ଯୋଡ଼ିବାର କାରଣ ନିକୋଟିନ ଏହି ମହାମାରୀ ଭାଇରସକୁ ଅଧିକ ଆକ୍ରାନ୍ତ ହେବାକୁ ଦିଏ ନାହିଁ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି। ଏବେ ନିକୋଟିନକୁ ନେଇ ଗବେଷକମାନେ କ୍ଲିନିକାଲ ଟେଷ୍ଟ କରିବାକୁ ଯାଉଛନ୍ତି। ଏଥିପାଇଁ ଫ୍ରାନ୍ସ ସରକାରଙ୍କର ଅନୁମତି ମାଗିଛନ୍ତି।

ଗବେଷକମାନେ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କର ଏହି ଗବେଷଣା ଲୋକଙ୍କୁ ସିଗାରେଟ କିମ୍ୱା ଧୂମ୍ରପାନ କରିବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟ ନୁହେଁ। ସିଗାରେଟରେ ମିଳୁଥିବା ନିକୋଟିନ୍ ହୁଏତ କରୋନା ଭାଇରସ୍ ଲଢ଼େଇରେ ସହଯୋଗ କରିପାରେ ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ।

ଫ୍ରାନ୍ସରେ ଅଧିକାଂଶ ଲୋକ ସିଗାରେଟ ଟାଣନ୍ତି। ପ୍ରତିବର୍ଷ ଫ୍ରାନ୍ସରେ ୭୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ସିଗାରେଟ ପାଇଁ ହୋଇଥାଏ। ସୂଚନାଯୋଗ୍ୟ, ଫ୍ରାନ୍ସରେ ଏଯାବତ ୧୫୮, ୧୮୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୨୧,୮୫୬ ଜଣଙ୍କର ମୃତ୍ୟୁ ଘଟିଛି। ସର୍ବାଧିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟାରେ ୨୧୦ଟି ଦେଶ ମଧ୍ୟରୁ ଫ୍ରାନ୍ସ ୪ ନମ୍ୱରରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story