୩ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନରେ ମିଳିବ ନୋବେଲ

ୱାଶିଂଟନ: ଚଳିତ ବର୍ଷ ୩ ଜଣ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିବ। ଅକ୍ଟୋବର ୪ରେ ରୟାଲ ସ୍ୱଦେଶ ଏକାଡେମୀ ପକ୍ଷରୁ ଏହି ଘୋଷଣା କରାଯାଇଛି। ନୋବେଲ ପାଇବାକୁ ମନୋନୀତ ହୋଇଥିବା ୩ ବିଜ୍ଞାନିକ ହେଲେ ଜନ କ୍ଲଜର, ଆଲେନ ଆସ୍‌ପେ ଓ ଆଣ୍ଟନ ଜେଲିଙ୍ଗର। ସେମାନେ କ୍ୱାଣ୍ଟମ ମେକାନିଜ ଉପରେ ଗବେଷଣା କରି ଏପରି ପୁରସ୍କାର ପାଇଛନ୍ତି। ସେମାନଙ୍କ ଗବେଷଣା କ୍ୱାଣ୍ଟମ ଟେକ୍ନୋଲୋଜିର ନୂଆ ଯୁଗର ମୂଳଦୁଆ ପକାଇବାରେ ସହାୟକ ହୋଇଥିବା ଏକାଡେମୀ ପକ୍ଷରୁ […]

Physicis

Physicis

Hemant Lenka
  • Published: Tuesday, 04 October 2022
  • Updated: 04 October 2022, 05:43 PM IST

Sports

Latest News

ୱାଶିଂଟନ: ଚଳିତ ବର୍ଷ ୩ ଜଣ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିବ। ଅକ୍ଟୋବର ୪ରେ ରୟାଲ ସ୍ୱଦେଶ ଏକାଡେମୀ ପକ୍ଷରୁ ଏହି ଘୋଷଣା କରାଯାଇଛି। ନୋବେଲ ପାଇବାକୁ ମନୋନୀତ ହୋଇଥିବା ୩ ବିଜ୍ଞାନିକ ହେଲେ ଜନ କ୍ଲଜର, ଆଲେନ ଆସ୍‌ପେ ଓ ଆଣ୍ଟନ ଜେଲିଙ୍ଗର। ସେମାନେ କ୍ୱାଣ୍ଟମ ମେକାନିଜ ଉପରେ ଗବେଷଣା କରି ଏପରି ପୁରସ୍କାର ପାଇଛନ୍ତି। ସେମାନଙ୍କ ଗବେଷଣା କ୍ୱାଣ୍ଟମ ଟେକ୍ନୋଲୋଜିର ନୂଆ ଯୁଗର ମୂଳଦୁଆ ପକାଇବାରେ ସହାୟକ ହୋଇଥିବା ଏକାଡେମୀ ପକ୍ଷରୁ କୁହାଯାଇଛି।

ବୈଜ୍ଞାନିକ ଜନ କ୍ଲଜର ଗୋଟିଏ ଆପ୍ରାଟସ୍‌ ତିଆରି କରିଛନ୍ତି। ଏହା ଦୁଇ ଇଣ୍ଟାଗଲେଡକୁ ଗୋଟିଏ ସମୟରେ ଅଲଗା କରିବାକୁ ସକ୍ଷମ। ଏହାପରେ ଆପ୍ରାଟସ ସେମାନଙ୍କ ପୋଲାରାଇଜେସନ ଟେଷ୍ଟ ପାଇଁ ଗୋଟିଏ ଫିଲଟର ଆଡ଼କୁ ଛାଡ଼ିଥାଏ। ଏହାର ରେଜଲ୍ଟ ସ୍ପଷ୍ଟ ଭାବେ ଗୋଟିଏ ବେଲ ଇନଇକ୍ୱାଲିଟିର ଉଲ୍ଲଙ୍ଘନ ଥିଲା ଓ କ୍ୱାଣ୍ଟମ ମେକାନିଜର ପୂର୍ବାନୁମାନ କରିଥିବା ଅଣୁ ଉପାଦନ ସହ ଏକମତ ହୋଇଥାଏ।

୨୦୨୨ ପାଇଁ ପଦାର୍ଥ ବିଜ୍ଞାନରେ ଆଲେନ ଆସ୍‌ପେ ମଧ୍ୟ ନୋବେଲ ପାଇବେ। ସେ ଅଣୁ ଉପାଦାନରେ ଥିବା ଅଭାବକୁ ରୋକିବାକୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସେଟଅପ ତିଆରି କରିଛନ୍ତି। ଗୋଟିଏ ଇଣ୍ଟାଗଲେଡ ଯୋଡ଼ି ନିଜ ମୂଳ ଉତ୍ସରୁ ଅଲଗା ହେବା ପରେ ଏହାକୁ ଆକଳନ ଆସେପ ତିଆରି କରିଥିବା ସେଟଅପ ଦ୍ୱାରା ଆକଳନ କରାଯାଇପାରିବ।

ବୈଜ୍ଞାନିକ ଜେଲିଙ୍ଗର ଇଣ୍ଟାଗଲେଡ କ୍ୱାଣ୍ଟମ ଷ୍ଟେଟ୍ସ ଉପରେ ଗବେଷଣା କରି ନୋବେଲ ପାଇବାକୁ ମନୋନୀତ ହୋଛନ୍ତି। ତାଙ୍କ ଗ୍ରୁପ୍‌ କ୍ୱାଣ୍ଟମ ଟେଲିପୋରସନ ତିଆରି କରିଛନ୍ତି। ଏହି ଟେଲିପୋରସନ ଗୋଟିଏ କ୍ୱାଣ୍ଟମ ଷ୍ଟେଟକୁ ଏକ ପାର୍ଟିକିଲରୁ ଆଉ ଗୋଟିଏ ଦୂରତାକୁ ଯିବାରେ ସହାୟତା କରିଥାଏ।

ସୂଚନାଯୋଗ୍ୟ, ଗତକାଲି ଭେଷଜ ବିଜ୍ଞାନ ବା ମେଡିସିନରେ ନୋବେଲ ପୁରସ୍କାର ପାଇବାକୁ ଥିବା ବୈଜ୍ଞାନିକଙ୍କ ନାଁ ଘୋଷଣା କରାଯାଇଥିଲା।

ସ୍ୱିଡେନ୍‌ର ସାନ୍ତେ ପାବୋଙ୍କୁ ମେଡିସିନ୍‌ରେ ନୋବଲ୍‌ ପୁରସ୍କାର ପ୍ରଦାନ କରାଯିବ। ମାନବ ବିବର୍ତ୍ତନ ସଂପର୍କିତ ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍କାରେ ସମ୍ମାନୀତ କରାଯାଇଛି।

ପାବୋ ପେଲିଓଜେନେଟିକ୍ସର ଅନ୍ୟତମ ପ୍ରତିଷ୍ଠାତା ଅଟନ୍ତି। ସେ ନିଏଣ୍ଡରଥାଲ୍ ଜିନୋମ ଉପରେ ମୁଖ୍ୟ ଭାବେ କାମ କରିଥିଲେ। ସେ ଜର୍ମାନୀର ଲିପିଜିଙ୍ଗରେ ଥିବା ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ୍ ଫର ଇଭୋଲ୍ୟୁସନାରୀ ଆନ୍ଥ୍ରୋପୋଲୋଜିରେ ମେଞ୍ଜେନେଟିକ୍ସ ବିଭାଗର ନିର୍ଦ୍ଦେଶକ ମଧ୍ୟ ଥିଲେ। ପାବୋଙ୍କୁ ଏକ ସ୍ୱର୍ଣ୍ଣ ମୁଦ୍ରା ଓ ୧୦ ନିୟୁତ ସ୍ୱିଡିସ୍ କ୍ରୋନୋର ବା ୧.୧୪ ନିୟୁତ ଡଲାର ପୁରସ୍କାର ରାଶି ମିଳିବ।

ପ୍ରାୟ ୭୦ ହଜାର ବର୍ଷ ପୂର୍ବେ ହୋମିନିନମାନେ ଆଫ୍ରିକାରୁ ବିଶ୍ୱର ଅନ୍ୟସ୍ଥାନକୁ ଯାଇଥିଲେ। ଏମାନଙ୍କ ଆଦିମାନବ ହୋମୋ ସାପିଏନ୍ସକୁ ଜିନ ଟ୍ରାନ୍ସଫର ହୋଇଥିଲା। ପ୍ରାକ୍ ମାନବ ହୋମିନିନରୁ ହୋମୋ ସାପିଏନ୍ସ ଓ ଆଧୁନିକ ମାନବ ଶରୀରକୁ ଯାଇଥିବା ଏହି ଜିନ୍‌ ଏବେ ବି କାଏମ ରହିଛି । ଏହି ଜିନ ଟ୍ରାନ୍ସଫର ଯୋଗୁଁ ହୋମିନିନମାନଙ୍କ ରୋଗପ୍ରତିରୋଧକ ଶକ୍ତି ଆଧିୁନିକ ମାନବ ଶରୀରକୁ ଆସିଥିବା ପୋବା ଆବିଷ୍କାର କରିଥିଲେ ବୋଲି ନୋବେଲ କମିଟି କହିଛି।

୧୯୦୧ରୁ ୨୦୨୧ ମଧ୍ୟରେ ୧୧୨ ଜଣ ଚିକିତ୍ସା ଶାସ୍ତ୍ରରେ ନୋବେଲ ପୁରସ୍କାର ପାଇସାରିଲେଣି । ସେମାନଙ୍କ ମଧ୍ୟରୁ ୧୨ ଜଣ ମହିଳା ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story