ମେକ୍‌ଅପ୍‌ ଲାଗିବା ପରେ ଆଳୁ ଦିଶୁଛି ଝିଅଙ୍କ ମୁହଁ ଭଳି, ଭିଡିଓ ଭାଇରାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି  ପାଇଁ ସାଧାରଣତଃ ଝିଅମାନେ ମେକ୍‌ଅପ୍‌ର ସାହାଯ୍ୟ ନେଇଥା’ନ୍ତି। ମେକ୍‌ଅପ୍ ନେବା ପରେ କେହି କେହି ଏତେ ସୁନ୍ଦର ଲାଗନ୍ତି ଯେ ସେମାନଙ୍କୁ ଚିହ୍ନିବା ମୁସ୍କିଲ୍‌ ହୋଇଯାଏ। ତେବେ କେବଳ ଝିଅ କି ମହିଳା ନୁହନ୍ତି, ମେକ୍‌ଅପ୍‌ ଲାଗିବା ପରେ ଆମ ନିତିଦିନିଆ ଖାଦ୍ୟସାମଗ୍ରୀ ଆଳୁର ଚେହେରା ବି ବଦଳି ଯାଉଛି। ଏପରିକି ଆଳୁଟି ଝିଅଙ୍କ ମୁହଁ ଭଳି ଦିଶୁଛି। ନିକଟରେ ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓରେ […]

nk6hf7no_potato-makeup-vide

nk6hf7no_potato-makeup-vide

Biswobandita Swain
  • Published: Wednesday, 02 January 2019
  • Updated: 02 January 2019, 07:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି  ପାଇଁ ସାଧାରଣତଃ ଝିଅମାନେ ମେକ୍‌ଅପ୍‌ର ସାହାଯ୍ୟ ନେଇଥା'ନ୍ତି। ମେକ୍‌ଅପ୍ ନେବା ପରେ କେହି କେହି ଏତେ ସୁନ୍ଦର ଲାଗନ୍ତି ଯେ ସେମାନଙ୍କୁ ଚିହ୍ନିବା ମୁସ୍କିଲ୍‌ ହୋଇଯାଏ। ତେବେ କେବଳ ଝିଅ କି ମହିଳା ନୁହନ୍ତି, ମେକ୍‌ଅପ୍‌ ଲାଗିବା ପରେ ଆମ ନିତିଦିନିଆ ଖାଦ୍ୟସାମଗ୍ରୀ ଆଳୁର ଚେହେରା ବି ବଦଳି ଯାଉଛି। ଏପରିକି ଆଳୁଟି ଝିଅଙ୍କ ମୁହଁ ଭଳି ଦିଶୁଛି।

ନିକଟରେ ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ମେକ୍‌ଅପ୍‌ ଦ୍ୱାରା କିଭଳି ଆଳୁରେ ଝିଅଙ୍କ ମୁହଁ ଭଳି ଚିତ୍ର କରି ହେଉଛି, ତାହା ଦେଖାଯାଉଛି। ଏଥିରେ ପ୍ରଥମେ ଫାଉଣ୍ଡେସନ୍‌ରେ ଆଳୁକୁ ଧଳା କରାଯାଉଛି। ତାପରେ କଳାରେ ଆଖି ଏବଂ ଲିପ୍‌ଷ୍ଟିକ୍‌ରେ ଓଠକୁ ଅଙ୍କାଗଲା ପରେ ଆଳୁଟି ପୂରା ଗୋଟିଏ ଝିଅର ମୁହଁ ପରି ଲାଗୁଛି।

ସୋଶାଲ୍‌ ମିଡିଆ ପ୍ଲାଟଫର୍ମ 'ଟିକ୍ ଟକ୍'ରେ ଆଳୁର ଏହି  ମେକଅପ୍ ଦୃଶ୍ୟକୁ ଛଡ଼ାଯାଇଛି। ଏଯାଏ ଏହି ଭିଡିଓକୁ ୧କୋଟିରୁ ଅଧିକ ଲୋକ ଦେଖିସାରିଲେଣି । ଆପଣ ମଧ୍ୟ ଏହି ଭିଡିଓ ଉପରେ ନଜର ପକାନ୍ତୁ।

https://www.facebook.com/9gag/videos/527624111072998/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story