୯୦ ଫୁଟ୍‌ ଉଚ୍ଚ ଘରୁ ଖସିଲେ ମହିଳା, ତା’ପରେ..

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ଏକ ଭିଡ଼ିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ଜଣେ ମହିଳା ୯୦ ଫୁଟ ଉଚ୍ଚରୁ ତଳକୁ ପଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓରେ ଜଣେ ମହିଳା ହଠାତ୍‌ ୯୦ ଫୁଟ ଉଚ୍ଚରୁ ତଳକୁ ପଡ଼ି ଯାଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କି, ଏହି ମହିଳା ଜଣକ ଏତେ ଉଚ୍ଚରୁ ପଡ଼ିବା ପରେ ବି ସଙ୍ଗେସଙ୍ଗେ ଛିଡ଼ା ହୋଇ ଚାଲୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ, ଇଜଲୁଚିନ୍ସକର କେନ୍ଦ୍ରୀୟ ସହରର ଏକ ଆପାର୍ଟମେଣ୍ଟ […]

pic

pic

Biswobandita Swain
  • Published: Tuesday, 28 January 2020
  • Updated: 28 January 2020, 04:21 PM IST

Sports

Latest News

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ଏକ ଭିଡ଼ିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ଜଣେ ମହିଳା ୯୦ ଫୁଟ ଉଚ୍ଚରୁ ତଳକୁ ପଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓରେ ଜଣେ ମହିଳା ହଠାତ୍‌ ୯୦ ଫୁଟ ଉଚ୍ଚରୁ ତଳକୁ ପଡ଼ି ଯାଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କି, ଏହି ମହିଳା ଜଣକ ଏତେ ଉଚ୍ଚରୁ ପଡ଼ିବା ପରେ ବି ସଙ୍ଗେସଙ୍ଗେ ଛିଡ଼ା ହୋଇ ଚାଲୁଥିବା ଦେଖିବାକୁ ମିଳୁଛି।

ସୂଚନା ଅନୁଯାୟୀ, ଇଜଲୁଚିନ୍ସକର କେନ୍ଦ୍ରୀୟ ସହରର ଏକ ଆପାର୍ଟମେଣ୍ଟ ବ୍ଲକ୍‌ରେ ଏହି ଘଟଣା ଘଟିଛି। ଭିଡିଓରେ ମହିଳାଙ୍କୁ ତଳେ ପାଣିରେ ପଡ଼ିବାର କିଛି ସମୟ ପର୍ଯ୍ୟନ୍ତ ସ୍ଥିର ରହି ଉଠିକି ଚାଲିବାର ଦେଖିବାକୁ ମିଳିଛି। ମହିଳା ଜଣଙ୍କ ପଡ଼ିବା ପରେ ପାଖରେ ଥିବା ଲୋକମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନେଇଯାଇଥିଲେ।

ଉକ୍ତ ମହିଳାଙ୍କ ଚିକିତ୍ସା କରିବା ପରେ ଡାକ୍ତର କହିଛନ୍ତି, ମହିଳାଙ୍କୁ ଏହି ଘଟଣାରେ ସାମାନ୍ୟ ଆଘାତ ଲାଗିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏତେ ଉଚ୍ଚରୁ ପଡ଼ିଥିବା ସତ୍ତ୍ୱେ ବି ତାଙ୍କର ଶରୀର କୌଣସି ହାଡ଼ ଭାଙ୍ଗି ନାହିଁ।

ଏହି ଆଶ୍ଚର୍ଯ୍ୟଜନକ ଘଟଣା ଜାନୁଆରି ୨୨ ତାରିଖରେ ଘଟିଥିବା କୁହାଯାଉଥିବା ବେଳେ ସେଦିନର ତାପମାତ୍ର ସେଠାରେ ୧୪ ଡିଗ୍ରି ସେଲସିୟସ୍‌ ରହିଥିବା ଜଣାପଡ଼ିଛି । ଘଟଣା ପରେ ପୁଲିସ ମାମଲାର ଯାଞ୍ଚ କରୁଛି। ଏହି ଘଟଣାକୁ ନେଇ ଉକ୍ତ ମହିଳା କହନ୍ତି, ‘ଯେଉଁ ସମୟରେ ସେ ୯ ତାଲାରୁ ତଳକୁ ଖସି ପଡ଼ିଥିଲେ, ସେ ଘରେ ଏକା ହିଁ ଥିଲେ।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story