ଆଇପିଏଲରେ ହ୍ୟାଟ୍ରିକ୍: କରାନ୍ ସବୁଠାରୁ କନିଷ୍ଠ

ନୂଆଦିଲ୍ଲୀ: କିଙ୍ଗସ ଇଲେଭେନ୍ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲ ଦ୍ୱାଦଶ ସଂସ୍କରଣର ୧୩ତମ ମ୍ୟାଚରେ ଅପ୍ରତ୍ୟାଶିତ ଫଳାଫଳରେ ଅନେକ ରେକର୍ଡ ଯୋଡ଼ି ହୋଇଛି। ବିଜୟ ନିକଟତର ଥିବା ଦିଲ୍ଲୀଠାରୁ ଯେପରି ପଞ୍ଜାବ ବୋଲର ସାମ କରାନ ମ୍ୟାଚ୍ ଛଡ଼ାଇ ନେଲେ, ତାହା ଅଧିକ ରୋମାଞ୍ଚକର ଓ ସ୍ମରଣୀୟ ଥିଲା। ଏହି ମ୍ୟାଚରେ ଅନେକ ରେକର୍ଡ ହୋଇଛି, କିନ୍ତୁ ସବୁଠାରୁ ଖାସ ରହିଥିଲା କରାନଙ୍କ ହ୍ୟାଟ୍ରିକ୍। ତାଙ୍କର ଏହି ହ୍ୟାଟ୍ରିକ୍ ଦମରେ ପଞ୍ଜାବ ଏକ ଅସମ୍ଭବ […]

curran

curran

Ranjit Kumar Jena
  • Published: Tuesday, 02 April 2019
  • Updated: 02 April 2019, 03:58 PM IST

Sports

Latest News

ନୂଆଦିଲ୍ଲୀ: କିଙ୍ଗସ ଇଲେଭେନ୍ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲ ଦ୍ୱାଦଶ ସଂସ୍କରଣର ୧୩ତମ ମ୍ୟାଚରେ ଅପ୍ରତ୍ୟାଶିତ ଫଳାଫଳରେ ଅନେକ ରେକର୍ଡ ଯୋଡ଼ି ହୋଇଛି। ବିଜୟ ନିକଟତର ଥିବା ଦିଲ୍ଲୀଠାରୁ ଯେପରି ପଞ୍ଜାବ ବୋଲର ସାମ କରାନ ମ୍ୟାଚ୍ ଛଡ଼ାଇ ନେଲେ, ତାହା ଅଧିକ ରୋମାଞ୍ଚକର ଓ ସ୍ମରଣୀୟ ଥିଲା।

ଏହି ମ୍ୟାଚରେ ଅନେକ ରେକର୍ଡ ହୋଇଛି, କିନ୍ତୁ ସବୁଠାରୁ ଖାସ ରହିଥିଲା କରାନଙ୍କ ହ୍ୟାଟ୍ରିକ୍। ତାଙ୍କର ଏହି ହ୍ୟାଟ୍ରିକ୍ ଦମରେ ପଞ୍ଜାବ ଏକ ଅସମ୍ଭବ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଦିଲ୍ଲୀ ବୋଲରମାନେ କ୍ରିସ ଗେଲଙ୍କ ଅନୁପସ୍ଥିତିର ପୂରା ଫାଇଦା ଉଠାଇ ପଞ୍ଜାବ ବ୍ୟାଟ୍ସମ୍ୟାନଙ୍କୁ ୧୬୬ ରନରେ ରୋକିଥିଲା।

ଏହା ପରେ ୧୬ ଓଭର ସୁଦ୍ଧା ଦିଲ୍ଲୀ ୩ ୱିକେଟ ହରାଇ ୧୩୭ ରନ୍ କରି ବିଜୟ ନିକଟତର ପହଞ୍ଚିଥିଲା। ଏହା ପରେ ମହମ୍ମଦ ସାମି ଓ କରାନ ଘାତକ ବୋଲିଂ ବଳରେ ଦିଲ୍ଲୀର ରନ୍ ରୋକିବା ସହ ୱିକେଟ୍ ମଧ୍ୟ ନେବାରେ ସଫଳ ହୋଇଥିଲେ। କରାନ୍ ଏହି ମ୍ୟାଚରେ ୨.୨ ଓଭରରେ ୧୧ ରନ୍ ଦେଇ ୪ ୱିକେଟ ନେଇଥିଲେ।

ଆଇପିଏଲରେ ସେ ଦ୍ୱାଦଶ ଖେଳାଳି ଭାବେ ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଛନ୍ତି। ଏଥିସହ ସେ ଆଇପିଏରେ ସବୁଠାରୁ କନିଷ୍ଠ ଖେଳାଳି ଭାବେ ହ୍ୟାଟ୍ରିକ ନେଇ ନୂଆ କୀର୍ତ୍ତିମାନ କରିଛନ୍ତି। କରାନ୍ ମାତ୍ର ୨୦ ବର୍ଷ ୩୦୨ ଦିନରେ ଏହି ଉପଲବ୍ଧି ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଏହା ପୂର୍ବରୁ ଏହି ରେକର୍ଡ ରୋହିତଙ୍କ ନାମରେ ଥିଲା, ଯିଏ ୨୨ ବର୍ଷ ଓ ୬ ଦିନରେ ଏହି କାରନାମା କରିଥିଲେ। କରାନ ଆଇପିଏଲରେ ହ୍ୟାଟ୍ରିକ ନେବାରେ ୧୫ତମ ଏବଂ ପଞ୍ଜାବର ତୃତୀୟ ବୋଲର ହୋଇଛନ୍ତି। ପଞ୍ଜାବ ପାଇଁ ଏହା ଚତୁର୍ଥ ହ୍ୟାଟ୍ରିକ ଥିଲା, କିନ୍ତୁ କରାନ ଏବେବି ଯୁବରାଜ ସିଂହଙ୍କଠାରୁ ପଛରେ ଅଛନ୍ତି।

ଯୁବରାଜ ଦୁଇଥର ପଞ୍ଜାବ ପକ୍ଷରୁ ହ୍ୟାଟ୍ରିକ୍ ନେଇସାରିଛନ୍ତି। ଏହି କାରାନାମା ଯୁବରାଜ ୨୦୦୯ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଡେକାନ ଚାର୍ଜର୍ସ ହାଇଦ୍ରାବାଦ ବିପକ୍ଷରେ କରିଥିଲେ। ଏହା ପରେ ଅକ୍ଷର ପଟେଲ ୨୦୧୬ରେ ପଞ୍ଜାବ ପକ୍ଷରୁ ହ୍ୟାଟ୍ରିକ୍ ନେଇଥିଲେ।

କରାନ ଆଇପିଏଲରେ ୪ ୱିକେଟ ନେବାରେ ଦ୍ୱିତୀୟ କନିଷ୍ଠ ବୋଲର ହୋଇଛନ୍ତି। ଏହା ପୂର୍ବରୁ ୨୦୧୧ରେ ମିଚେଲ ମାର୍ଶ ହାଇଦ୍ରାବାଦ ପକ୍ଷରୁ ୧୯ ବର୍ଷ ଓ ୨୦୨ ଦିନରେ ୪ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story