ଏକ ନମ୍ବର ସ୍ଥାନ ବଜାୟ ରଖିବା ସହଜ ନୁହେଁ: ସାଇନା

ବେଙ୍ଗଲୁରୁ: ବିଶ୍ୱ ମାନ୍ୟତାରେ ଏକ ନମ୍ବର ସ୍ଥାନ ବଜାୟ ରଖିବା ସହଜ ନୁହେଁ । ତେବେ ସେ ଦୀର୍ଘ ଦିନ ପାଇଁ ଏହି ସ୍ଥାନ ବଜାୟ ରଖିବାକୁ ଉଦ୍ୟମ କରିବେ ଓ ଆହୁରି ଅଧିକ ପରିଶ୍ରମ କରିବେ ବୋଲି କହିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ୍ । କିଛି ଦିନର ବ୍ୟବଧାନ ପରେ ସେ ଗତକାଲି ପୁଣି ଥରେ ଏକ ନମ୍ବର ସ୍ଥାନ ଫେରି ପାଇବା ପରେ ଶୁକ୍ରବାର ଏହି କଥା କହିଛନ୍ତି। ସାଇନା କହିଥିଲେ, […]

saina

saina

Rakesh Mallick
  • Published: Friday, 17 April 2015
  • Updated: 17 April 2015, 09:27 AM IST

Sports

Latest News

ବେଙ୍ଗଲୁରୁ: ବିଶ୍ୱ ମାନ୍ୟତାରେ ଏକ ନମ୍ବର ସ୍ଥାନ ବଜାୟ ରଖିବା ସହଜ ନୁହେଁ । ତେବେ ସେ ଦୀର୍ଘ ଦିନ ପାଇଁ ଏହି ସ୍ଥାନ ବଜାୟ ରଖିବାକୁ ଉଦ୍ୟମ କରିବେ ଓ ଆହୁରି ଅଧିକ ପରିଶ୍ରମ କରିବେ ବୋଲି କହିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ୍ । କିଛି ଦିନର ବ୍ୟବଧାନ ପରେ ସେ ଗତକାଲି ପୁଣି ଥରେ ଏକ ନମ୍ବର ସ୍ଥାନ ଫେରି ପାଇବା ପରେ ଶୁକ୍ରବାର ଏହି କଥା କହିଛନ୍ତି।
ସାଇନା କହିଥିଲେ, ଯଦି ସବୁ ଠିକଠାକ ଚାଲେ ଓ ପ୍ରଶିକ୍ଷଣ ଉନ୍ନତମାନର ରହେ ତା’ହେଲେ ସେ ଲମ୍ବା ସମୟ ପର୍ଯ୍ୟନ୍ତ ଶୀର୍ଷ ସ୍ଥାନରେ ରହିପାରିବେ। ତେବେ ଏହା ଏତେ ସହଜ ନୁହେଁ । ବହୁତ ପରିଶ୍ରମ କରିବାକୁ ପଡ଼ିବ । ବର୍ତ୍ତମାନ ସେ ବିଶ୍ୱର ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି। ତେଣୁ ତାଙ୍କୁ ଏକ ନମ୍ବର ଖେଳାଳି ଭଳି ହିଁ ଅଭ୍ୟାସ କରିବାକୁ ପଡ଼ିବ। ସେ ଆଶାବାଦୀ ଯେ ଆଗକୁ ଟୁର୍ଣ୍ଣାମେଣ୍ଟ ଖେଳିବେ ଓ ଦେଶ ପାଇଁ ଚାମ୍ପିଅନ୍ ହେବ ଏବଂ ଶୀର୍ଷ ସ୍ଥାନ ବଜାୟ ରଖିବେ।

ବିଶ୍ୱ ମାନ୍ୟତା ତାଲିକାରେ ତିନି ନମ୍ବରକୁ ଖସି ଯାଇଥିବା ଚୀନର ଲି ଝୁରୁଇ ହିଁ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି କହିଥିଲେ ସାଇନା । ତେବେ ଶୀର୍ଷ ସ୍ଥାନ ନେଇ ସବୁ ଖେଳାଳି ପକ୍ଷରୁ ତାଙ୍କ ପ୍ରତି ବିପଦ ରହିଛି। ଏ ନେଇ କୌଣସି ଜଣେ ଖେଳାଳିଙ୍କୁ ସେ ବାଛିବେନି ବୋଲି ସେ କହିଥିଲେ।

ଗୁରୁବାର ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଥିବା ସଦ୍ୟ ମାନ୍ୟତା ତାଲିକାରେ ସାଇନା ଏକ ନମ୍ବରରେ ରହିଛନ୍ତି। ମାତ୍ର କିଛି ଦିନ ପୂର୍ବେ ସାଇନାଙ୍କଠାରୁ ଏକ ନମ୍ବର ସ୍ଥାନର ଛଡ଼ାଇ ନେଇଥିବା ଚୀନର ଲି ଝୁରୁଇ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି।

ଚଳିତ ମାସ ପ୍ରାରମ୍ଭରେ ଇଣ୍ଡିଆନ୍ ଓପନ୍ ଗ୍ରାଣ୍ଡ ପିକ୍ସ ଗୋଲ୍ଡ ଟୁର୍ଣ୍ଣାମେଣ୍ଟ ଜିତି ସେ ବିଶ୍ୱର ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ଅବଶ୍ୟ ଏହି ଟୁର୍ଣ୍ଣାମେଣ୍ଟ ଜିତିବା ପୂର୍ବରୁ ସେମି ଫାଇନାଲ୍ ମ୍ୟାଚ୍ ଜିତି ହିଁ ସେ ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ଆଉ ଏହି ସ୍ଥାନ ହାସଲ କରିବାରେ ସେ ହୋଇଯାଇଥିଲେ ପ୍ରଥମ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି। ଅବଶ୍ୟ ତା’ପରେ ମାଲେସିଆ ଓପନର ସେମିଫାଇନାଲ ମ୍ୟାଚରେ ପରାଜିତ ହେବା ପରେ ସେ ଏକ ନମ୍ବର ମାନ୍ୟତା ହରାଇଥିଲେ। ଗତ ସପ୍ତାହରେ ସେ ସିଙ୍ଗାପୁର ଓପନ୍ ସୁପର ସିରିଜ ଖେଳି ନ ଥିଲେ । ଏକ ନମ୍ବର ସ୍ଥାନରେ ଥିବା ଲି ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯିବା ପରେ ଅନ୍ତର୍ଜାତୀୟ ମାନ୍ୟତାରେ ଦୁଇଟି ସ୍ଥାନ ତଳକୁ ଖସି ଯାଇଥିଲେ । ଆଉ ଏହା ସହିତ ସାଇନା ପୁଣି ଥରେ ଏକ ନମ୍ବର ସ୍ଥାନକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story