ଛକା ମାରିବାରେ ବିଶ୍ୱକପ୍ ରେକର୍ଡ ସ୍ଥାପନ କଲେ ଗେଲ୍

ଲଣ୍ଡନ: ଚଳିତ ବିଶ୍ୱକପରେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ନୂଆ କୀର୍ତ୍ତିମାନ କରିଛନ୍ତି। ଗେଲ୍ ବିଶ୍ୱକପ୍ ଇତିହାସରେ ସର୍ବାଧିକ ଛକା ମାରିବାର ରେକର୍ଡ ସ୍ଥାପନ କରିଛନ୍ତି। ପାକିସ୍ତାନ ବିପକ୍ଷ ଖେଳାଯାଇଥିବା ମ୍ୟାଚରେ ଗେଲ୍ ବ୍ୟକ୍ତିଗତ ଦ୍ୱିତୀୟ ଛକା ମାରିଥିବା ବେଳେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ବିଶ୍ୱକପରେ ସର୍ବାଧିକ ଛକା ମାରିବା ମାମଲାରେ ଗେଲଙ୍କ ପଛରେ ଏବେ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ ଅଛନ୍ତି। ଗେଲ୍ ଏପର୍ଯ୍ୟନ୍ତ ବିଶ୍ୱକପରେ ମୋଟ ୨୭ ମ୍ୟାଚ୍ ଖେଳି ୩୯ […]

gayle

gayle

Hemant Lenka
  • Published: Friday, 31 May 2019
  • Updated: 31 May 2019, 07:41 PM IST

Sports

Latest News

ଲଣ୍ଡନ: ଚଳିତ ବିଶ୍ୱକପରେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ନୂଆ କୀର୍ତ୍ତିମାନ କରିଛନ୍ତି। ଗେଲ୍ ବିଶ୍ୱକପ୍ ଇତିହାସରେ ସର୍ବାଧିକ ଛକା ମାରିବାର ରେକର୍ଡ ସ୍ଥାପନ କରିଛନ୍ତି। ପାକିସ୍ତାନ ବିପକ୍ଷ ଖେଳାଯାଇଥିବା ମ୍ୟାଚରେ ଗେଲ୍ ବ୍ୟକ୍ତିଗତ ଦ୍ୱିତୀୟ ଛକା ମାରିଥିବା ବେଳେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

ବିଶ୍ୱକପରେ ସର୍ବାଧିକ ଛକା ମାରିବା ମାମଲାରେ ଗେଲଙ୍କ ପଛରେ ଏବେ ଦକ୍ଷିଣ ଆଫ୍ରିକାର ଏବି ଡି'ଭିଲିୟର୍ସ ଅଛନ୍ତି। ଗେଲ୍ ଏପର୍ଯ୍ୟନ୍ତ ବିଶ୍ୱକପରେ ମୋଟ ୨୭ ମ୍ୟାଚ୍ ଖେଳି ୩୯ ଛକା ମାରିଛନ୍ତି। ଡି'ଭିଲିୟର୍ସ ୨୩ ମ୍ୟାଚରେ ୩୭ ଛକା ମାରିଛନ୍ତି। ଏହି ମାମଲାରେ ତୃତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ।

ପଣ୍ଟିଂ ୪୬ ମ୍ୟାଚରେ ୩୧ ଛକା ସହ ତୃତୀୟ, ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ଟିମର ୱିକେଟକିପର-ବ୍ୟାଟ୍ସମ୍ୟାନ୍ ବ୍ରେଣ୍ଡନ୍ ମ୍ୟାକକୁଲମ୍ (୨୯ ଛକା, ୩୪ ମ୍ୟାଚ୍) ଚତୁର୍ଥ ଏବଂ ଦକ୍ଷିଣ ଆଫ୍ରିକାର ହରସେଲ୍ ଗିବ୍ସ (୨୮ ଛକା, ୨୫ ମ୍ୟାଚ୍) ପଞ୍ଚମ ସ୍ଥାନରେ ଅଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ଶ୍ରୀଲଙ୍କାର ସନତ ଜୟସୁରିୟା ଯଥାକ୍ରମେ ୪୫ ଓ ୩୮ ମ୍ୟାଚ୍ ଖେଳି ୨୭ଟି ଲେଖାଏ ଛକା ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story