ଝିଅକୁ କ୍ରିକେଟ୍ ଶିଖାଉଛନ୍ତି ଶ୍ରୀସାନ୍ତ, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଭାରତର ପୂର୍ବତନ ପେସ ବୋଲର ଏସ ଶ୍ରୀସାନ୍ତ ପୁଣିଥରେ କ୍ରିକେଟକୁ ଫେରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ନିକଟରେ ସୁପ୍ରିମକୋର୍ଟ ତାଙ୍କ ଉପରେ ଲାଗିଥିବା ବାସନ୍ଦାଦେଶକୁ ପ୍ରତ୍ୟାହୃତ କରିବା ପରେ ମଧ୍ୟ ଶ୍ରୀସାନ୍ତ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ଆଶା ଛାଡ଼ି ନାହାନ୍ତି। ନିଜ ଭଳି ଝିଅକୁ ମଧ୍ୟ ଶ୍ରୀସାନ୍ତ ଜଣେ କ୍ରିକେଟର କରିବା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏହାର ଜ୍ଜ୍ବଳନ୍ତ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି। ଶ୍ରୀସାନ୍ତ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ […]

sree

sree

Ranjit Kumar Jena
  • Published: Friday, 29 March 2019
  • Updated: 29 March 2019, 05:24 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପୂର୍ବତନ ପେସ ବୋଲର ଏସ ଶ୍ରୀସାନ୍ତ ପୁଣିଥରେ କ୍ରିକେଟକୁ ଫେରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ନିକଟରେ ସୁପ୍ରିମକୋର୍ଟ ତାଙ୍କ ଉପରେ ଲାଗିଥିବା ବାସନ୍ଦାଦେଶକୁ ପ୍ରତ୍ୟାହୃତ କରିବା ପରେ ମଧ୍ୟ ଶ୍ରୀସାନ୍ତ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ଆଶା ଛାଡ଼ି ନାହାନ୍ତି।

ନିଜ ଭଳି ଝିଅକୁ ମଧ୍ୟ ଶ୍ରୀସାନ୍ତ ଜଣେ କ୍ରିକେଟର କରିବା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏହାର ଜ୍ଜ୍ବଳନ୍ତ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି। ଶ୍ରୀସାନ୍ତ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ନିଜ ଝିଅ ସାମ୍ବିକାଙ୍କ ସହ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିଛି।

ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସାମ୍ବିକା କ୍ରିକେଟ ଖେଳୁଛନ୍ତି ଏବଂ ସେ କିଛି ଭଲ ଶଟ ମଧ୍ୟ ମାରୁଛନ୍ତି। ଭିଡିଓକୁ ସୋଶାଲ ମିଡିଆରେ ବେଶ ପସନ୍ଦ ମଧ୍ୟ କରାଯାଉଛି। ଜଣେ ଫ୍ୟାନ ଲେଖିଛନ୍ତି, ସାମ୍ବିକା ଦିନେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ହେବେ। ଭବବାନ ତାକୁ ଆଶୀର୍ବାଦ କରନ୍ତୁ।

ସୂଚନାଯୋଗ୍ୟ, ଶ୍ରୀସାନ୍ତ ଓ ସାମ୍ବିକାଙ୍କ ମଧ୍ୟରେ ଜବରଦସ୍ତ କେମିଷ୍ଟ୍ରୀ ରହିଛି। ଯେତେବେଳେ ଶ୍ରୀସାନ୍ତ ବିଗ୍ ବସ୍ ଘରେ ଥିଲେ, ସେହି ସମୟରେ ସାମ୍ବିକା ଓ ଶ୍ରୀସାନ୍ତଙ୍କ ପତ୍ନୀ ଭୁବନେଶ୍ୱରୀ ତାଙ୍କୁ ଭେଟିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ଭୁବନେଶ୍ୱରୀ ନିଜ ଝିଅର ଫଟୋ ସେୟାର କରି ଲେଖିଥିଲେ, ପାପାଙ୍କୁ ଦେଖି ଫେରିବା ପରେ ସାମ୍ବିକା ସୁଲତାନୀ ଆଖଡାର ମେଡାଲକୁ ନିଜଠାରୁ କେବେବି ଦୂରେଇ ନାହାନ୍ତି। ସେ ସେହି ମେଡାଲକୁ ବେକରୁ କାଢ଼ି ନାହିଁ। ସେ ଏହି ମେଡାଲ ସହ ମଧ୍ୟ ରାତିରେ ଶୋଉଛି। ପ୍ରତି ଝିଅର ପ୍ରଥମ ଭଲପାଇବା ନିଜ ପିତା ସହ ହୋଇଥାଏ।

ସୂଚନାଯୋଗ୍ୟ, ଯେତେବେଳେ ଭୁବନେଶ୍ୱରୀ ଓ ସାମ୍ବିକା ଶ୍ରୀସାନ୍ତଙ୍କୁ ଭେଟିବା ପାଇଁ ଯାଇଥିଲେ, ସେହି ସମୟରେ ଶ୍ରୀସାନ୍ତ ନିଜ ଝିଅକୁ ସୁଲତାନୀ ଆଖଡାରେ ଜିତିଥିବା ଏକ ମେଡାଲ ଦେଇଥିଲେ। ସୂଚନାଯୋଗ୍ୟ, ବିଗବସରେ ଶ୍ରୀସାନ୍ତଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା। ସେ ଏହି ଶୋ'ରେ ପ୍ରଥମ ରନର୍ସଅପ ହୋଇଥିବା ବେଳେ ଦୀପିକା କକ୍କର ୱିନର ହୋଇଥିଲେ।

ଦେଖନ୍ତୁ ଭିଡିଓ

https://www.instagram.com/p/BvhfAx_lCwX/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story