ଝିଅ ସହ ଅଟୋରେ ହାଇଦ୍ରାବାଦ ବୁଲିଲେ ୱାର୍ଣ୍ଣର୍, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଡେଭିଡ୍ ୱାର୍ଣ୍ଣର ବର୍ତ୍ତମାନ ଆଇପିଏଲରେ ବ୍ୟସ୍ତ ଅଛନ୍ତି। ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଏକ ଭିଡିଓ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ହାଇଦ୍ରାବାଦକୁ ତା’ର ପରବର୍ତ୍ତୀ ମ୍ୟାଚ୍ ପାଇଁ ୬ ଦିନର ବିରତି ମିଳିଛି। ଏହି ସମୟରେ ୱାର୍ଣ୍ଣର ନିଜ ପରିବାର ସହ ଛୁଟି ମନାଉଛନ୍ତି। ଏହା ମଧ୍ୟରେ ସେ ନିଜ ଚାରିବର୍ଷର ଝିଅ ଇଭି ମାଇ ସହ “ଟୁକ୍-ଟୁକ୍’ ରାଇଡ୍ କରୁଥିବାର ଦେଖିବାକୁ ମିଳିଛି। ସେ […]

dav

dav

Ranjit Kumar Jena
  • Published: Thursday, 11 April 2019
  • Updated: 11 April 2019, 04:41 PM IST

Sports

Latest News

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଡେଭିଡ୍ ୱାର୍ଣ୍ଣର ବର୍ତ୍ତମାନ ଆଇପିଏଲରେ ବ୍ୟସ୍ତ ଅଛନ୍ତି। ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଏକ ଭିଡିଓ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ହାଇଦ୍ରାବାଦକୁ ତା'ର ପରବର୍ତ୍ତୀ ମ୍ୟାଚ୍ ପାଇଁ ୬ ଦିନର ବିରତି ମିଳିଛି। ଏହି ସମୟରେ ୱାର୍ଣ୍ଣର ନିଜ ପରିବାର ସହ ଛୁଟି ମନାଉଛନ୍ତି।

ଏହା ମଧ୍ୟରେ ସେ ନିଜ ଚାରିବର୍ଷର ଝିଅ ଇଭି ମାଇ ସହ "ଟୁକ୍-ଟୁକ୍' ରାଇଡ୍ କରୁଥିବାର ଦେଖିବାକୁ ମିଳିଛି। ସେ ନିଜ ଝିଅ ସହ ହାଇଦ୍ରାବାଦ ସହରରେ ଅଟୋରେ ବୁଲୁଥିବାର ଏହି ଭିଡିଓକୁ ସନରାଇଜର୍ସ ହାଇଦ୍ରାବାଦ ତା'ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ପୋଷ୍ଟ କରିଛି। ଏହି ଭିଡିଓକୁ ମଧ୍ୟ ସୋଶାଲ ମିଡିଆରେ ବେଶ୍ ପସନ୍ଦ କରାଯାଉଛି।

ସୂଚନାଯୋଗ୍ୟ, କ୍ରିକେଟ୍ ଅଷ୍ଟ୍ରେଲିଆ ଦ୍ୱାରା ଲଗାଯାଇଥିବା ୧୨ମାସର ବାସନ୍ଦାଦେଶ କାଟିଥିବା ୱାର୍ଣ୍ଣର ଚଳିତ ସଂସ୍କରଣରେ ଖୁବ୍ ରନ୍ ବର୍ଷା କରୁଛନ୍ତି। ସେ ଏପର୍ଯ୍ୟନ୍ତ ଗୋଟିଏ ଶତକ ଓ ତିନି ଅର୍ଦ୍ଧଶତକ ସହ ୩୪୯ ରନ୍ କରି ବ୍ୟାଟିଂ ତାଲିକାର ଶୀର୍ଷରେ ଅଛନ୍ତି। ବାସନ୍ଦାଦେଶ କାରଣରୁ ୱାର୍ଣ୍ଣର ଗତ ସଂସ୍କରଣରେ ଖେଳିପାରିନଥିଲେ।

କିନ୍ତୁ ତାଙ୍କ ଦଳ ଶେଷ ଦୁଇଟି ମ୍ୟାଚରେ ଯଥାକ୍ରମେ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ନିକଟରୁ ପରାସ୍ତ ହୋଇଥିଲା। ରବିବାର ହାଇଦ୍ରାବାଦ ତା'ର ପରବର୍ତ୍ତୀ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ।

ଦେଖନ୍ତୁ ଭିଡିଓ

https://twitter.com/SunRisers/status/1116245275398561792

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story