ନୀରଜ କୁମାର ହେବେ ବିସିସିଆଇର ଦୁର୍ନୀତି ନିବାରଣ ବୋର୍ଡ ମୁଖ୍ୟ

ନୂଆଦିଲ୍ଲୀ: ପୂର୍ବତନ ଦିଲ୍ଲୀ ପୁଲିସ୍ କମିଶନର ନୀରଜ କୁମାର ହେବେ ବସିସିଆଇର ଦୁର୍ନୀତି ନିବାରଣ ବୋର୍ଡ ଆଣ୍ଟି କରପସନ ଆଣ୍ଡ ସିକୁ୍ୟରିଟି ୟୁନିଟ (ଏସିଏସୟୁ)ର ମୁଖ୍ୟ। ବର୍ତମାନ ଏହି ପଦରେ ରବି ସାୱନୀ ଅଛନ୍ତି। ତେବେ ନବଗଠିତ ବିସିସିଆଇ ଆଉ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇବା ପାଇଁ ଚାହୁଁନାହିଁ। ନୀରଜ କୁମାରଙ୍କ ନିଯୁକ୍ତି ନେଇ ବିସିସିଆଇ ସଭାପତି ଜଗମୋହନ ଡାଲମିଁଆ ଓ ସଂପାଦକ ଅନୁରାଗ ଠାକୁର ଏନେଇ ଆଲୋଚନା କରିସାରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଆସନ୍ତା ସପ୍ତାହରେ ବିସିସିଆଇର […]

neeraj kumar

neeraj kumar

Rakesh Mallick
  • Published: Thursday, 16 April 2015
  • Updated: 16 April 2015, 11:23 AM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ଦିଲ୍ଲୀ ପୁଲିସ୍ କମିଶନର ନୀରଜ କୁମାର ହେବେ ବସିସିଆଇର ଦୁର୍ନୀତି ନିବାରଣ ବୋର୍ଡ ଆଣ୍ଟି କରପସନ ଆଣ୍ଡ ସିକୁ୍ୟରିଟି ୟୁନିଟ (ଏସିଏସୟୁ)ର ମୁଖ୍ୟ। ବର୍ତମାନ ଏହି ପଦରେ ରବି ସାୱନୀ ଅଛନ୍ତି। ତେବେ ନବଗଠିତ ବିସିସିଆଇ ଆଉ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇବା ପାଇଁ ଚାହୁଁନାହିଁ। ନୀରଜ କୁମାରଙ୍କ ନିଯୁକ୍ତି ନେଇ ବିସିସିଆଇ ସଭାପତି ଜଗମୋହନ ଡାଲମିଁଆ ଓ ସଂପାଦକ ଅନୁରାଗ ଠାକୁର ଏନେଇ ଆଲୋଚନା କରିସାରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଆସନ୍ତା ସପ୍ତାହରେ ବିସିସିଆଇର ୱାର୍କିଂ କମିଟି ବୈଠକ ବସିବ। ଏଥିରେ ନୀରଜ କୁମାରଙ୍କ ନିଯୁକ୍ତି ନେଇ ପ୍ରସ୍ତାବ ରଖାଯିବ।

ସୂଚନାଯୋଗ୍ୟ, ନୀରଜ କୁମାରଙ୍କ ନେତୃତ୍ୱରେ ହିଁ ଦିଲ୍ଲୀ ପୁଲିସ୍ ଆଇପିଏଲର ଷଷ୍ଠ ସଂସ୍କରଣରେ ହୋଇଥିବା ଦୁର୍ନୀତିର ମୂଳ ଖୋଜି ପାଇଥିଲା ଓ ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ଏସ୍. ଶ୍ରୀଶନ୍ତ, ଅଙ୍କିତ ଚଭନ ଓ ଅଜିତ ଚାଣ୍ଡିଲା ପ୍ରମୁଖ ଗିରଫ ହୋଇଥିଲେ। ସେ ୨୦୧୩ ଜୁଲାଇ ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ। ଉଭୟ ଡାଲମିଁଆ ଓ ଅନୁରାଗ ଠାକୁର ବର୍ତ୍ତମାନ ଏସିଏସୟୁର ମୁଖ୍ୟ ସାୱନୀଙ୍କ ଉପରେ ଖୁସି ନାହାନ୍ତି। ସେହିପରି ଆଇପିଏଲରେ ଫିକ୍ସିଂ ମାମଲାରେ ଅନୁସନ୍ଧାନରେ ଅନୁଭୂତି ଥିବା ତଥା ବହୁ ବର୍ଷ ଧରି ଭାରତୀୟ ପୁଲିସ୍ ସେବାରେ ନୀରଜ କୁମାରଙ୍କ ଅଭିଜ୍ଞତା ଥିବା ଯୋଗୁ ତାଙ୍କଠାରୁ ଆଉ କେହି ଯୋଗ୍ୟ ଲୋକ ଦେଖାଯାଉନାହାନ୍ତି ଡାଲମିଁଆ ଓ ଅନୁରାଗ ଠାକୁରଙ୍କୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story