ପାରା ଅଲିମ୍ପିକରେ ଦୀପା ରଚିଲେ ଇତିହାସ

ନୂଆଦିଲ୍ଲୀ: ରିଓ ପାରା ଅଲିମ୍ପିକରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି ଦୀପା ମଲ୍ଲିକ। ଏଫ୍‌ ୫୩ ମହିଳା ସଟଫୁଟ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି ଦୀପା। ପ୍ରଥମ ଭାରତୀୟ ମହିଳା ଭାବେ ସେ ପାରା  ଅଲିମ୍ପିକରେ ପଦକ ହାସଲ କରିପାରିଛନ୍ତି। ଦୀପା ନିଜର ଷଷ୍ଠ ତଥା ଶେଷ ପ୍ରୟାସରେ ୪.୬୧ ମିଟର ଦୂରତାକୁ ସଟ୍‌ଫୁଟ ଫିଙ୍ଗିଥିଲେ। ଏହା ତାଙ୍କର କ୍ୟାରିଅରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। ବାହାରିନର ଫାତେମା ନେଦହାମ ୪.୭୬ ମିଟର ଦୂରତା ହାସଲ କରି […]

reo

reo

Rakesh Mallick
  • Published: Tuesday, 13 September 2016
  • Updated: 13 September 2016, 12:38 PM IST

Sports

Latest News

ନୂଆଦିଲ୍ଲୀ: ରିଓ ପାରା ଅଲିମ୍ପିକରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି ଦୀପା ମଲ୍ଲିକ। ଏଫ୍‌ ୫୩ ମହିଳା ସଟଫୁଟ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି ଦୀପା। ପ୍ରଥମ ଭାରତୀୟ ମହିଳା ଭାବେ ସେ ପାରା  ଅଲିମ୍ପିକରେ ପଦକ ହାସଲ କରିପାରିଛନ୍ତି। ଦୀପା ନିଜର ଷଷ୍ଠ ତଥା ଶେଷ ପ୍ରୟାସରେ ୪.୬୧ ମିଟର ଦୂରତାକୁ ସଟ୍‌ଫୁଟ ଫିଙ୍ଗିଥିଲେ। ଏହା ତାଙ୍କର କ୍ୟାରିଅରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। ବାହାରିନର ଫାତେମା ନେଦହାମ ୪.୭୬ ମିଟର ଦୂରତା ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଦୀପାଙ୍କ ସଫଳତା ପରେ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି।

ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହରିୟାଣା ସରକାର ତାଙ୍କୁ ୪କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଏହାସହ ପାରା ଅଲିମ୍ପିକରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି। ଏହା ପୂର୍ବରୁ ମାରିୟାନ ଥଙ୍ଗଭେଲୁ ଓ ବରୁଣ ସିଂ ଭଟ୍ଟି ପୁରୁଷ ଟି-୪୨ ଉଚ୍ଚଡିଆଁରେ ଯଥାକ୍ରମେ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story