ପୋଲାର୍ଡଙ୍କ ଏହି କ୍ୟାଚ୍ ହେଲା ଟର୍ଣ୍ଣିଂ ପଏଣ୍ଟ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ସାଧାରଣତଃ କାଇରନ୍ ପୋଲାର୍ଡ ନିଜର ବ୍ୟାଟିଂ ପାଇଁ ପରିଚିତ, କିନ୍ତୁ ତାଙ୍କର ଫିଲ୍ଡିଂ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାଏ। ବୁଧବାର ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ପୋଲାର୍ଡ ଏକ ଚମତ୍କାର କ୍ୟାଚ୍ ଧରିଥିଲେ, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଚେନ୍ନାଇ ଇନିଂସର ପଞ୍ଚମ ଓଭରର ଶେଷ ବଲରେ ସୁରେଶ ରାଇନା ବ୍ୟାଟିଂ କରୁଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବୋଲର ଜେସନ୍ ବେହରେନଡର୍ଫଙ୍କ ବାହାରେ ଯାଉଥିବା ବଲକୁ ରାଇନା ଅଫସାଇଡକୁ ମାରିଥିଲେ। ଏହି ସମୟରେ […]

poll

poll

Ranjit Kumar Jena
  • Published: Thursday, 04 April 2019
  • Updated: 04 April 2019, 03:16 PM IST

Sports

Latest News

ମୁମ୍ବାଇ: ସାଧାରଣତଃ କାଇରନ୍ ପୋଲାର୍ଡ ନିଜର ବ୍ୟାଟିଂ ପାଇଁ ପରିଚିତ, କିନ୍ତୁ ତାଙ୍କର ଫିଲ୍ଡିଂ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାଏ। ବୁଧବାର ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ପୋଲାର୍ଡ ଏକ ଚମତ୍କାର କ୍ୟାଚ୍ ଧରିଥିଲେ, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଚେନ୍ନାଇ ଇନିଂସର ପଞ୍ଚମ ଓଭରର ଶେଷ ବଲରେ ସୁରେଶ ରାଇନା ବ୍ୟାଟିଂ କରୁଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବୋଲର ଜେସନ୍ ବେହରେନଡର୍ଫଙ୍କ ବାହାରେ ଯାଉଥିବା ବଲକୁ ରାଇନା ଅଫସାଇଡକୁ ମାରିଥିଲେ। ଏହି ସମୟରେ ଡିପ୍ କଭରରେ ଫିଲ୍ଡିଂ କରୁଥିବା

ପୋଲାର୍ଡ ବାଉଣ୍ଡ୍ରୀରେ ଗୋଟିଏ ହାତରେ କ୍ୟାଚ୍ ନେଇ ରାଇନାଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ତେବେ ରାଇନା ଯେଉଁ ଦମରେ ଏହି ଶଟଟି ମାରିଥିଲେ, ଲାଗୁଥିଲା ଏହା ଛକା ହୋଇଯିବ, କିନ୍ତୁ ଲମ୍ବା ଉଚ୍ଚତା ବିଶିଷ୍ଟ ପୋଲାର୍ଡ ଚମତ୍କାର ଢଙ୍ଗରେ ବଲକୁ କ୍ୟାଚ୍ କରି ସେଠାରେ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ଚକିତ କରିଦେଇଥିଲେ।

ରାଇନା ଏହି ମ୍ୟାଚରେ ମାତ୍ର ୧୬ ରନ୍ କରି ଆଉଟ୍ ହୋଇଥିଲେ। ସୂଚନାଯୋଗ୍ୟ, ବୁଧବାର ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୩୭ ରନ୍ରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଥିଲା।

ଦେଖନ୍ତୁ ଭିଡିଓ

https://twitter.com/FanOfCricket07/status/1113542557282316288

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story