ବିରାଟଙ୍କ ଆଇପିଏଲ୍ ଫର୍ମକୁ ନେଇ ଏମିତି କହିଲେ ଭେଙ୍ଗସରକାର

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଯଦି ଯେଉଁ ଖେଳାଳିଙ୍କ ପ୍ରଦର୍ଶନ ଅଧିକ ନିରାଶ କରିଛି, ସେ ହେଉଛନ୍ତି ବିରାଟ୍ କୋହଲି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ଭାବେ ବିରାଟ ସଫଳତା ଅନେକ ହାସଲ କରିଛନ୍ତି ସତ, କିନ୍ତୁ ଚଳିତ ଆଇପିଏଲରେ ତାଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏପର୍ଯ୍ୟନ୍ତ ବିଜୟର ସ୍ୱାଦ ଚାଖିପାରିଲା ନାହିଁ। ଆଗକୁ ବିଶ୍ୱକପ ଥିବାରୁ କୋହଲିଙ୍କ ଏପରି ଖରାପ କ୍ୟାପଟେନ୍ସିକୁ ପ୍ରଶ୍ନ ଉଠିବାରେ ଲାଗିଛି। ଏଭଳି ସ୍ଥିତିରେ ଭାରତର ପୂର୍ବତନ ଅଧିନାୟକ ତଥା ମୁଖ୍ୟ ଚୟନକର୍ତ୍ତା […]

veng

veng

Ranjit Kumar Jena
  • Published: Tuesday, 09 April 2019
  • Updated: 09 April 2019, 07:02 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଯଦି ଯେଉଁ ଖେଳାଳିଙ୍କ ପ୍ରଦର୍ଶନ ଅଧିକ ନିରାଶ କରିଛି, ସେ ହେଉଛନ୍ତି ବିରାଟ୍ କୋହଲି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ଭାବେ ବିରାଟ ସଫଳତା ଅନେକ ହାସଲ କରିଛନ୍ତି ସତ, କିନ୍ତୁ ଚଳିତ ଆଇପିଏଲରେ ତାଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏପର୍ଯ୍ୟନ୍ତ ବିଜୟର ସ୍ୱାଦ ଚାଖିପାରିଲା ନାହିଁ।

ଆଗକୁ ବିଶ୍ୱକପ ଥିବାରୁ କୋହଲିଙ୍କ ଏପରି ଖରାପ କ୍ୟାପଟେନ୍ସିକୁ ପ୍ରଶ୍ନ ଉଠିବାରେ ଲାଗିଛି। ଏଭଳି ସ୍ଥିତିରେ ଭାରତର ପୂର୍ବତନ ଅଧିନାୟକ ତଥା ମୁଖ୍ୟ ଚୟନକର୍ତ୍ତା ଦିଲ୍ଲୀପ ଭେଙ୍ଗସରକାର ବିରାଟଙ୍କୁ ସମର୍ଥନ କରିଛନ୍ତି। ଭେଙ୍ଗସରକାରଙ୍କ ମତରେ 'ଆଇପିଏଲ୍ ପ୍ରଦର୍ଶନ ଆଧାରରେ ବିରାଟ କୋହଲିଙ୍କୁ ଆକଳନ କରାଯିବା ଠିକ୍ ହେବନି।'

ଭେଙ୍ଗସରକାର କହିଛନ୍ତି, ଆଇପିଏଲ ପ୍ରଦର୍ଶନ ଆଧାରରେ କୌଣସି ଖେଳାଳିଙ୍କୁ ଆକଳନ କରାଯିବା ଅନୁଚିତ୍। ବିରାଟ ଚମତ୍କାର ଫର୍ମରେ ଅଛନ୍ତି ଏବଂ ସେ ଟିମଇଣ୍ଡିଆର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ମଧ୍ୟରୁ ଅନ୍ୟତମ। ଜାତୀୟ ଦଳର ଅଧିନାୟକ ଭାବେ ସେ ଦିନକୁ ଦିନ ଉନ୍ନତ ହେବାରେ ଲାଗିଛନ୍ତି। ମୋ ମତରେ ବର୍ତ୍ତମାନ ସମସ୍ତେ ବିରାଟଙ୍କୁ ଭରସା କରିବା ଦରକାର।

ବିରାଟ ଉଭୟ ଟେଷ୍ଟ ଓ ଦିନିକିଆରେ ଦମଦାର ପ୍ରଦର୍ଶନ କରିଛନ୍ତି। ଏହା ପୂର୍ବରୁ ବିରାଟଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆରେ ପ୍ରଥମଥର ଟେଷ୍ଟ ସିରିଜ୍ ଥିଲା। କିନ୍ତୁ ଘରୋଇ ସିରିଜରେ ଭାରତ ଅଷ୍ଟ୍ରେଲିଆ ନିକଟରୁ ଉଭୟ ଦିନିକିଆ ଟି-୨୦ ସିରିଜରେ ହାରିଥିଲା। ଏହି ପରାଜୟର ପ୍ରଭାବ ବିଶ୍ୱକପ ଉପରେ ପକାଇବ ନାହିଁ ବୋଲି ଭେଙ୍ଗସରକାର କହିଛନ୍ତି।

ବିଶ୍ୱକପକୁ ନେଇ ଭେଙ୍ଗସରକାର ଆହୁରି କହିଛନ୍ତି, ଭାରତ ପାଖରେ ଅନ୍ତିମ-୪ରେ ପହଞ୍ଚିବାର ଭଲ ସୁଯୋଗ ରହିଛି। ଆମ ପାଖରେ ସର୍ବଶ୍ରେଷ୍ଠ ବୋଲିଂ ଆକ୍ରମଣ ଉପଲବ୍ଧ ରହିଛି। ପୂର୍ବ ବୋଲିଂ ଆକ୍ରମଣ ତୁଳନାରେ ବର୍ତ୍ତମାନର ବୋଲିଂ ବିଭାଗ ସବୁଠାରୁ ମଜଭୁତ୍। କେବଳ ବୋଲିଂ ବଳରେ ଭାରତ ବିଶ୍ୱକପ ଜିତିପାରିବ ନାହିଁ ଏବଂ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିବାକୁ ପଡ଼ିବ।

ଗୋଟିଏ ଟୁର୍ଣ୍ଣାମେଣ୍ଟରେ ଆମେ ବିରାଟ ଓ ରୋହିତ ଶର୍ମାଙ୍କ ଉପରେ ଭରସା କରିପାରିବା ନାହିଁ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଚତୁର୍ଥ ସ୍ଥାନର ସମସ୍ୟା ଲୋକେଶ ରାହୁଲ ଓ ଆଜିଙ୍କ୍ୟ ରାହାଣେ ଦୂର କରିପାରିବେ। ଏହାଛଡ଼ା ମୟଙ୍କ ଅଗ୍ରୱାଲ ମଧ୍ୟ ଏହି ସ୍ଥାନ ପାଇଁ ମଜଭୁତ ବିକଳ୍ପ, ଯିଏ ଅଷ୍ଟ୍ରେଲିଆ ଗସ୍ତରେ ଭଲ ପ୍ରଦର୍ଶନ କରିଥିଲେ। ତେବେ ଶେଷ ନିଷ୍ପତ୍ତି ଚୟନକର୍ତ୍ତା ନେବେ। ଯଦି ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରନ୍ତି, ତାହେଲେ ଭାରତ ଏଥର ବିଶ୍ୱକପରେ ନିଶ୍ଚିତ ଭଲ ପ୍ରଦର୍ଶନ କରିବ ବୋଲି ଭେଙ୍ଗସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story