ଭାରତ-ବାଂଲାଦେଶ ଟେଷ୍ଟ୍: ବର୍ଷା ଯୋଗୁ ଦ୍ୱିତୀୟ ଦିନର ଖେଳ ବାତିଲ

ଢାକା: ବର୍ଷା ଯୋଗୁ ଫତୁଲ୍ଲା ଠାରେ ଚାଲିଥିବା ଭାରତ-ବାଂଲାଦେଶ ମଧ୍ୟସ୍ଥ ଏକମାତ୍ର ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଆଜି ଆଦୌ ଖେଳ  ହୋଇପାରିନାହିଁ। ଆଜି ସକାଳୁ ବର୍ଷା ଲାଗି ରହିଥିଲା। ଅପରାହ୍ଣ ସୁଦ୍ଧା ବର୍ଷା ଛାଡ଼ି ନଥିଲା। ତେଣୁ ଶେଷରେ ଦ୍ୱିତୀୟ ଦିନର ଖେଳକୁ ବାତିଲ କରି ଦିଆଯାଇଥିଲା। ଅନ୍ୟପକ୍ଷରେ ଆସନ୍ତାକାଲି ବି ଖେଳ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦୁଇ ତିନି ଦିନ ପର୍ଯ୍ୟନ୍ତ […]

rainfatuullah

rainfatuullah

Rakesh Mallick
  • Published: Thursday, 11 June 2015
  • Updated: 11 June 2015, 10:30 AM IST

Sports

Latest News

ଢାକା: ବର୍ଷା ଯୋଗୁ ଫତୁଲ୍ଲା ଠାରେ ଚାଲିଥିବା ଭାରତ-ବାଂଲାଦେଶ ମଧ୍ୟସ୍ଥ ଏକମାତ୍ର ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଆଜି ଆଦୌ ଖେଳ  ହୋଇପାରିନାହିଁ। ଆଜି ସକାଳୁ ବର୍ଷା ଲାଗି ରହିଥିଲା। ଅପରାହ୍ଣ ସୁଦ୍ଧା ବର୍ଷା ଛାଡ଼ି ନଥିଲା। ତେଣୁ ଶେଷରେ

ଦ୍ୱିତୀୟ ଦିନର ଖେଳକୁ ବାତିଲ କରି ଦିଆଯାଇଥିଲା। ଅନ୍ୟପକ୍ଷରେ ଆସନ୍ତାକାଲି ବି ଖେଳ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦୁଇ ତିନି ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ।

ଆଜି ୨୩୯ ରନରୁ ପୁଣି ଖେଳ ଆରମ୍ଭ କରି ଥାଆନ୍ତା ଟିମ୍ ଇଣ୍ଡିଆ। ଗତକାଲି ବି ବର୍ଷା ବାଧକ ସାଜିଥିଲା। ଏହା ସତ୍ତ୍ୱେ ୫୬ ଓଭର ଖେଳ ହୋଇଥିଲା। ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଭାରତୀୟ ଦଳ କେଣସି ୱିକେଟ୍ ନହରାଇ ୨୩୯ ରନ୍ କରିଥିଲା। ଶିଖର ଧାୱନ ଦ୍ରୁତ ୧୫୦ ରନ୍ କରିଥିଲେ। ମାତ୍ର ୧୫୮ ବଲରୁ ସେ ଏହି ରନ୍ ସଂଗ୍ରହ କରିଥିଲେ। ଏଥିମଧ୍ୟରେ ରହିଥିଲା ୨୧ଟି ଚୌକା। ଆଜି ସେ ଦ୍ୱିଶତକ କରିବାକୁ ଟାର୍ଗେଟ ରଖିଥିବା ବେଳେ ଅନ୍ୟତମ ଓପନର ମୂରଲୀ ବିଜୟ ଶତକ କରିବାକୁ ଲକ୍ଷ୍ୟ ରଖିଥିଲେ। ଗତକାଲି ଖେଳ ଶେଷ ସୁଦ୍ଧା ସେ ୮୯ ରନ୍ କରିଥିଲେ। ଶତକରୁ ଆଉ ମାତ୍ର ୧୧ ରନ୍ ପଛରେ ଥିଲେ।

ଟେଷ୍ଟ କ୍ରିକେଟରୁ ଧୋନିଙ୍କ ଅବସର ଗ୍ରହଣ ପରେ ବିରାଟ କୋହଲି ଏହି ମ୍ୟାଚରେ ଅଧିନାୟକ ହୋଇଛନ୍ତି। ସେହିପରି ୨ ବର୍ଷ ପରେ ହରଭଜନ ସିଂହ ଟେଷ୍ଟ୍ ଟିମକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story