ମୁଁ ୧୬ କୋଟି ଟଙ୍କା ମାଗି ନ ଥିଲି: ଯୁବରାଜ

ନୂଆଦିଲ୍ଲୀ:  ଚଳିତ ଆଇପିଏଲର ସବୁଠୁ ଦାମୀ ଖେଳାଳି ହେଲେ ଯୁବରାଜ ସିଂହ। ଦିଲ୍ଲୀ ଡେୟାର ଡେଭିଲ୍ସ ତାଙ୍କୁ ୧୬ କୋଟି ଟଙ୍କା ଦେଇ କିଣିଛି। ତେବେ ଏଯାବତ ଖେଳିଥିବା ତିନୋଟି ମ୍ୟାଚରୁ ପ୍ରଥମ ଦୁଇଟିରେ ଫେଲ୍ ହୋଇଥିଲେ। ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସେ ମାତ୍ର ୨୭ ରନ୍ କରିଥିବା ବେଳେ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ମାତ୍ର ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ତୃତୀୟ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବ […]

Yuvraj Singh

Yuvraj Singh

Rakesh Mallick
  • Published: Saturday, 18 April 2015
  • Updated: 18 April 2015, 10:04 AM IST

Sports

Latest News

ନୂଆଦିଲ୍ଲୀ:  ଚଳିତ ଆଇପିଏଲର ସବୁଠୁ ଦାମୀ ଖେଳାଳି ହେଲେ ଯୁବରାଜ ସିଂହ। ଦିଲ୍ଲୀ ଡେୟାର ଡେଭିଲ୍ସ ତାଙ୍କୁ ୧୬ କୋଟି ଟଙ୍କା ଦେଇ କିଣିଛି। ତେବେ ଏଯାବତ ଖେଳିଥିବା ତିନୋଟି ମ୍ୟାଚରୁ ପ୍ରଥମ ଦୁଇଟିରେ ଫେଲ୍ ହୋଇଥିଲେ। ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସେ ମାତ୍ର ୨୭ ରନ୍ କରିଥିବା ବେଳେ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ମାତ୍ର ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ତୃତୀୟ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବ ବିରୋଧରେ ସେ ୩୯ଟି ବଲରୁ ୫୫ ରନ୍ କରିଥିଲେ। ଏଥିରେ ୫ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ତଥାପି ତାଙ୍କର ଫର୍ମକୁ ନେଇ ଅନେକ ଆଲୋଚନା ଚାଲିଛି। ଅନେକ ସମାଲୋଚନା ହେଉଛି। ଅଧିକ ପ୍ରଶ୍ନ ଉଠୁଛି ତାଙ୍କୁ ୧୬ କୋଟି ଟଙ୍କାରେ କିଣା ଯିବାକୁ ନେଇ। ବୋଧହୁଏ ଏଥିରେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି ଯୁବରାଜ ସିଂହ। ତେଣୁ ବିଶାଖାପାଟଣାକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ଖେଳିବାକୁ ଆସିଥିବା ଅବସରରେ କହିଛନ୍ତି, ମୁଁ ଦିଲ୍ଲୀ ଡେୟାର ଡେଭିଲ୍ସକୁ ୧୬ କୋଟି ଟଙ୍କା ମାଗି ନ ଥିଲି। ଏହା ମୋ ହାତର କଥା ନୁହେଁ। ଅନ୍ୟ ଖେଳାଳିଙ୍କ ଭଳି ମୋତେ ବି ନିଲାମୀରେ କିଣା ଯାଇଛି। ଟଙ୍କା କେତେ ମିଳୁଛି ସେଥିଲାଗି ମୁଁ ଗୁରୁତ୍ୱ ଦିଏନି। ମୁଁ କ୍ରିକେଟକୁ ଭଲ ପାଏ। ତେଣୁ ଆଇପିଏଲ ଖେଳିବି। କେତେ ଅର୍ଥ ମିଳିବ ବା ନମିଳିବ ସେଥିନେଇ ମୁଁ ବିବ୍ରତ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story