ସର୍ବାଧିକ ଡଟ୍ ବଲ ପକାଇ ରେକର୍ଡ କଲେ ଚହର୍

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ମିଡିୟମ ପେସ୍ ବୋଲର ଦୀପକ ଚହର ଆଇପିଏଲ ଇତିହାସରେ ଗୋଟିଏ ଇନିଂସରେ ସର୍ବାଧିକ ଡଟ୍ ବଲ୍ ପକାଇବାରେ ରେକର୍ଡ କରିଛନ୍ତି। ଚହର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମୁକାବିଲାରେ ୨୦ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଏହି ମ୍ୟାଚରେ ସେ ମୋଟ ୨୦ଟି ଡଟ୍ ବଲ୍ ପକାଇ ଆଇପିଏଲ୍ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ମାମଲାରେ ସେ ସନରାଇଜର୍ସ ହାଇଦ୍ରାବାଦ ସ୍ପିନର ରଶିଦ୍ ଖାନ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ […]

cha

cha

Ranjit Kumar Jena
  • Published: Wednesday, 10 April 2019
  • Updated: 10 April 2019, 06:07 PM IST

Sports

Latest News

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ମିଡିୟମ ପେସ୍ ବୋଲର ଦୀପକ ଚହର ଆଇପିଏଲ ଇତିହାସରେ ଗୋଟିଏ ଇନିଂସରେ ସର୍ବାଧିକ ଡଟ୍ ବଲ୍ ପକାଇବାରେ ରେକର୍ଡ କରିଛନ୍ତି। ଚହର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମୁକାବିଲାରେ ୨୦ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

ଏହି ମ୍ୟାଚରେ ସେ ମୋଟ ୨୦ଟି ଡଟ୍ ବଲ୍ ପକାଇ ଆଇପିଏଲ୍ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ମାମଲାରେ ସେ ସନରାଇଜର୍ସ ହାଇଦ୍ରାବାଦ ସ୍ପିନର ରଶିଦ୍ ଖାନ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ପେସର୍ ଅଙ୍କିତ ରାଜପୁତଙ୍କୁ ପଛରେ ପକାଇ ଦେଇଛନ୍ତି। ଉଭୟେ ୧୮ଟି ଲେଖାଏ ଡଟ୍ ବଲ୍ ପକାଇଥିଲେ।

୨୬ ବର୍ଷୀୟ ଚହର କୋଲକାତା ଇନିଂସର ୧୯ତମ ଓଭରରେ ୫ଟି ଡଟ୍ ପକାଇଥିଲେ ଏବଂ ଏହି ସମୟରେ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସେଲ୍ ମଧ୍ୟ ବ୍ୟାଟିଂ କରୁଥିଲେ। ଏହି ମ୍ୟାଚରେ ଚହର କେକେଆର ଟପଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଶସ୍ତାରେ ପ୍ୟାଭିଲିୟନ୍ ପଠାଇଥିଲେ। ସେ ଓପ୍ନର କ୍ରିସ୍ ଲିନ୍, ନୀତୀଶ ରାଣା ଓ ରବିନ୍ ଉଥାପ୍ପାଙ୍କ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story