ସାଇନା ପୁଣି ଏକ ନମ୍ବର

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ୍ ପୁଣି ଥରେ ବିଶ୍ୱର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ଗୁରୁବାର ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଥିବା ସଦ୍ୟ ର୍ୟାକିଂଗ୍ ତାଲିକାରୁ ଏହା ଜଣାପଡ଼ିଛି। ଏକ ନମ୍ବର ସ୍ଥାନରେ ରହିଥିବା ଚୀନର ଲି ଝୁରୁଇ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଇଣ୍ଡିଆନ୍ ଓପନ୍ ଗ୍ରାଣ୍ଡ ପିକ୍ସ ଗୋଲ୍ଡ ଟୁର୍ଣ୍ଣାମେଣ୍ଟ ଜିତି ସେ ବିଶ୍ୱର ଏକ ନମ୍ବର ସ୍ଥାନ ହାସଲ କରିଥିଲେ । […]

saina

saina

Rakesh Mallick
  • Published: Thursday, 16 April 2015
  • Updated: 16 April 2015, 09:10 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ୍ ପୁଣି ଥରେ ବିଶ୍ୱର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ଗୁରୁବାର ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଥିବା ସଦ୍ୟ ର୍ୟାକିଂଗ୍ ତାଲିକାରୁ ଏହା ଜଣାପଡ଼ିଛି। ଏକ ନମ୍ବର ସ୍ଥାନରେ ରହିଥିବା ଚୀନର ଲି ଝୁରୁଇ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି।

ଚଳିତ ମାସ ପ୍ରାରମ୍ଭରେ ଇଣ୍ଡିଆନ୍ ଓପନ୍ ଗ୍ରାଣ୍ଡ ପିକ୍ସ ଗୋଲ୍ଡ ଟୁର୍ଣ୍ଣାମେଣ୍ଟ ଜିତି ସେ ବିଶ୍ୱର ଏକ ନମ୍ବର ସ୍ଥାନ ହାସଲ କରିଥିଲେ । ଅବଶ୍ୟ ଏହି ଟୁର୍ଣ୍ଣାମେଣ୍ଟ ଜିତିବା ପୂର୍ବରୁ ସେମି ଫାଇନାଲ୍ ମ୍ୟାଚ୍ ଜିତି ହିଁ ସେ ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ଆଉ ଏହି ସ୍ଥାନ ହାସଲ କରିବାରେ ସେ ହୋଇଯାଇଥିଲେ ପ୍ରଥମ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି। ଅବଶ୍ୟ ତା’ପରେ ମାଲେସିଆ ଓପନର ସେମିଫାଇନାଲ ମ୍ୟାଚରେ ପରାଜିତ ହେବା ପରେ ସେ ଏକ ନମ୍ବର ମାନ୍ୟତା ହରାଇଥିଲେ। ଗତ ସପ୍ତାହରେ ସେ ସିଙ୍ଗାପୁର ଓପନ୍ ସୁପର ସିରିଜ ଖେଳି ନ ଥିଲେ। ଏକ ନମ୍ବର ସ୍ଥାନରେ ଥିବା ଲି ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯିବା ପରେ ଅନ୍ତର୍ଜାତୀୟ ର୍ୟାକିଂଗ୍ରେ ଦୁଇଟି ସ୍ଥାନ ତଳକୁ ଖସି ଯାଇଥିଲେ। ଆଉ ଏହା ସହିତ ସାଇନା ପୁଣି ଥରେ ଏକ ନମ୍ବର ସ୍ଥାନକୁ ଫେରିଛନ୍ତି।

ପୁରୁଷ ବର୍ଗରେ କେ. ଶ୍ରୀକାନ୍ତ ଚତୁର୍ଥ ସ୍ଥାନ ବଜାୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story