ହକି ଟେଷ୍ଟ ସିରିଜ୍ : ଜାପାନ ପାଇଁ କର ବା ମର ସ୍ଥିତି

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଜାପାନ ୪ଟିକିଆ ଟେଷ୍ଟ ସିରିଜର ଆଜି ତୃତୀୟ ମ୍ୟାଚ୍। ପ୍ରଥମ ମ୍ୟାଚ ଡ୍ର ରହିଥିବା ବେଳେ ଦ୍ୱିତୀୟ ମ୍ୟାଚଟି ୨-୦ ଗୋଲରେ ଆୟୋଜକ ଭାରତ ଜିଣିଥିଲା। ଆଜିର ମ୍ୟାଚରେ ଭ୍ରମଣକାରୀ ଦଳକୁ ହରାଇ ସିରିଜ ଜିତିବା ଲକ୍ଷ୍ୟରେ ରହିଛି ଭାରତ। ୪ଟିକିଆ ସିରିଜ ସିରିଜକୁ ଭାରତ ୧-୦ର ଆଗୁଆ ରହିଛି। ଗତକାଲି ସନ୍ଧ୍ୟାରେ ଉଭୟ ଦଳ ଅଭ୍ୟାସ କରିବା ବେଳେ ନିଜ ନିଜର ଭୁଲକୁ ସଂଶୋଧନ କରିଥିଲେ। ଜାପାନ ଦଳ […]

ind-japan

ind-japan

Rakesh Mallick
  • Published: Thursday, 07 May 2015
  • Updated: 07 May 2015, 04:27 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଜାପାନ ୪ଟିକିଆ ଟେଷ୍ଟ ସିରିଜର ଆଜି ତୃତୀୟ ମ୍ୟାଚ୍। ପ୍ରଥମ ମ୍ୟାଚ ଡ୍ର ରହିଥିବା ବେଳେ ଦ୍ୱିତୀୟ ମ୍ୟାଚଟି ୨-୦ ଗୋଲରେ ଆୟୋଜକ ଭାରତ ଜିଣିଥିଲା। ଆଜିର ମ୍ୟାଚରେ ଭ୍ରମଣକାରୀ ଦଳକୁ ହରାଇ ସିରିଜ ଜିତିବା ଲକ୍ଷ୍ୟରେ ରହିଛି ଭାରତ। ୪ଟିକିଆ ସିରିଜ ସିରିଜକୁ ଭାରତ ୧-୦ର ଆଗୁଆ ରହିଛି। ଗତକାଲି ସନ୍ଧ୍ୟାରେ ଉଭୟ ଦଳ ଅଭ୍ୟାସ କରିବା ବେଳେ ନିଜ ନିଜର ଭୁଲକୁ ସଂଶୋଧନ କରିଥିଲେ। ଜାପାନ ଦଳ ପାଇଁ କର ବା ମର ପରିସ୍ଥିତି। ଭାରତ ହରାଇ ପାଇଁ ଆଉ ଏକ ନୂଆ ରଣନୀତି ପ୍ରସ୍ତୁତ କରି ପଡିଆକୁ ଓହ୍ଲାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos