୪୫ ବର୍ଷର ରେକର୍ଡ ଭାଙ୍ଗିଲେ ଉମେଶ ଯାଦବ

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ରୋହିତ୍ ଶର୍ମା ନିଜର ଦ୍ୱିଶତକୀୟ ଇନିଂସରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଅନ୍ୟପକ୍ଷରେ ଉମେଶ ଯାଦବ ମଧ୍ୟ ଦ୍ୱିତୀୟ ସେସନରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ଦର୍ଶକଙ୍କର ଖୁବ୍ ମନୋରଞ୍ଜନ କରିଛନ୍ତି। ଉମେଶ ମାତ୍ର ୧୦ ବଲରେ ୩୧ ରନ୍ କରିଛନ୍ତି, ଯେଉଁଥିରେ ୫ଟି ଛକା ସାମିଲ୍ ଅଛି। ଏହି ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ସେ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି। ଉମେଶ ନିଜ ଇନିଂସରେ ୫ଟି […]

umesh1

umesh1

Ranjit Kumar Jena
  • Published: Sunday, 20 October 2019
  • Updated: 20 October 2019, 08:42 PM IST

Sports

Latest News

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ରୋହିତ୍ ଶର୍ମା ନିଜର ଦ୍ୱିଶତକୀୟ ଇନିଂସରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଅନ୍ୟପକ୍ଷରେ ଉମେଶ ଯାଦବ ମଧ୍ୟ ଦ୍ୱିତୀୟ ସେସନରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ଦର୍ଶକଙ୍କର ଖୁବ୍ ମନୋରଞ୍ଜନ କରିଛନ୍ତି। ଉମେଶ ମାତ୍ର ୧୦ ବଲରେ ୩୧ ରନ୍ କରିଛନ୍ତି, ଯେଉଁଥିରେ ୫ଟି ଛକା ସାମିଲ୍ ଅଛି। ଏହି ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ସେ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି।

ଉମେଶ ନିଜ ଇନିଂସରେ ୫ଟି ଯାକ ଦକ୍ଷିଣ ଆଫ୍ରିକାର ଜର୍ଜ ଲିଣ୍ଡେଙ୍କ ବଲରେ ମାରିଛନ୍ତି। ନିଜ ଇନିଂସରେ ଉମେଶ ଲିଣ୍ଡେଙ୍କ ୮ ଏବଂ ଡେନ୍ ପିଟଙ୍କ ୨ ବଲର ସାମ୍ନା କରିଛନ୍ତି। ଏଥିରେ ସେ ପିଟଙ୍କ ବୋଲିଂରେ ମାତ୍ର ୧ ରନ୍ କରିଥିବା ବେଳେ ଲିଣ୍ଡେ ବୋଲିଂରେ ୩୦ ରନ୍ ମାରିଛନ୍ତି। ୧୦ ବଲରେ ଦ୍ରୁତ ୩୦ରୁ ଅଧିକ ରନ୍ କରିବାରେ ଉମେଶ ବିଶ୍ୱ ରେକର୍ଡ କରିଛନ୍ତି। ଏହା ପୂର୍ବରୁ ୧୯୭୪ରେ ୱେଷ୍ଟଇଣ୍ଡିଜର କିଥ୍ ବୟସ୍ ଇଂଲଣ୍ଡ ବିପକ୍ଷରେ ୧୦ ବଲରେ ୨୬ ରନ୍ କରିଥିଲେ।

ଉମେଶ ଏହି ଇନିଂସରେ ୩୧୦ ଷ୍ଟ୍ରାଇକରେଟରେ ରନ୍ କରିଛନ୍ତି, ଯାହାକି କୌଣସି ବ୍ୟାଟ୍ସମ୍ୟାନ୍ ପକ୍ଷେ ସର୍ବାଧିକ ଷ୍ଟ୍ରାଇକରେଟ୍। ଏହି ମାମଲାରେ ଉମେଶ ନ୍ୟୁଜିଲ୍ୟାଣ୍ଡର ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କ ରେକର୍ଡ ଭାଙ୍ଗିଛନ୍ତି। ଫ୍ଲେମିଙ୍ଗ୍ ୧୯୯୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୪ ବଲରେ ୨୮୧.୮୧ ଷ୍ଟ୍ରାଇକରେଟରେ ଅପରାଜିତ ୩୧ ରନ୍ଚରିଥିଲେ। ଏହାଛଡ଼ା ଉମେଶ ଟେଷ୍ଟ ଇନିଂସର ପ୍ରଥମ ଦୁଇଟି ବଲରେ ଲଗାତାର ଦୁଇଟି ଛକା ମାରିବାରେ ବିଶ୍ୱର ତୃତୀୟ ଏବଂ ଭାରତର ଦ୍ୱିତୀୟ ଖେଳାଳି ହୋଇଛନ୍ତି। ୧୯୪୮ରେ ଫିଫୋ ୱିଲିୟମ୍ସ ଇଂଲଣ୍ଡ ବିପକ୍ଷରେ ଏବଂ ୨୦୧୩ରେ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ବିପକ୍ଷରେ ଏହି କାରନାମା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story