ପଞ୍ଜାବ ଆଗରେ ବିଶାଳ ବିଜୟ ଲକ୍ଷ୍ୟ: ଗେଲ୍‌ଙ୍କ ଉପରେ ସବୁ ଭରସା

ପଞ୍ଜାବ ଆଗରେ ୧୯୨ ରନ୍‌ର ଟାର୍ଗେଟ୍‌। ପ୍ରଥମେ ବ୍ୟାଟିଂ କରି କେକେଆର୍‌ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ସଂଗ୍ରହ କରିଛି ୧୯୧ ରନ୍‌। ଟିମ୍‌ ପକ୍ଷରୁ ଓପନର୍‌ କ୍ରିସ୍‌ ଲେନ୍‌ ସର୍ବାଧିକ ୭୪ରନ୍‌ର ପାଳି ଖେଳିଥିବା ବେଳେ ଅଧିନାୟକ ଦିନେଶ କାର୍ତ୍ତିକ ୪୩ ଓ ଉଥପ୍ପା ୩୪ ରନ୍‌ର ପାଳି ଖେଳିଥିଲେ। ଅନ୍ୟପଟେ ପଞ୍ଜାବ ପକ୍ଷରୁ ବରିନ୍ଦର୍‌ ସ୍ରାନ୍‌ ଓ ଆଣ୍ଡ୍ରୁ ଟାଏ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଅଶ୍ୱିନ ଓ ମୁଜିବ-ଉର୍‌-ରେହମାନ […]

06gayle1

Rakesh Mallick
  • Published: Saturday, 21 April 2018
  • , Updated: 21 April 2018, 05:56 PM IST

ପଞ୍ଜାବ ଆଗରେ ୧୯୨ ରନ୍‌ର ଟାର୍ଗେଟ୍‌। ପ୍ରଥମେ ବ୍ୟାଟିଂ କରି କେକେଆର୍‌ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ସଂଗ୍ରହ କରିଛି ୧୯୧ ରନ୍‌। ଟିମ୍‌ ପକ୍ଷରୁ ଓପନର୍‌ କ୍ରିସ୍‌ ଲେନ୍‌ ସର୍ବାଧିକ ୭୪ରନ୍‌ର ପାଳି ଖେଳିଥିବା ବେଳେ ଅଧିନାୟକ ଦିନେଶ କାର୍ତ୍ତିକ ୪୩ ଓ ଉଥପ୍ପା ୩୪ ରନ୍‌ର ପାଳି ଖେଳିଥିଲେ। ଅନ୍ୟପଟେ ପଞ୍ଜାବ ପକ୍ଷରୁ ବରିନ୍ଦର୍‌ ସ୍ରାନ୍‌ ଓ ଆଣ୍ଡ୍ରୁ ଟାଏ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଅଶ୍ୱିନ ଓ ମୁଜିବ-ଉର୍‌-ରେହମାନ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

Related story