ପ୍ରଥମ ଟେଷ୍ଟ: ପରାଜୟ ଦ୍ୱାରରେ ବାଂଲାଦେଶ

ରାୱଲପିଣ୍ଡି: ଏଠାରେ ଚାଲିଥିବା ପାକିସ୍ତାନ ଓ ବାଂଲାଦେଶ ପ୍ରଥମ ଟେଷ୍ଟରେ ବାଂଲାଦେଶ ପରାଜୟ ନିକଟତର ହୋଇଛି। ବାଂଲାଦେଶର ୨୩୩ ରନ୍ ଜବାବରେ ପାକିସ୍ତାନ ପ୍ରଥମ ଇନିଂସରେ ୪୪୫ ରନ୍ କରି ମୋଟ ୨୧୨ ରନର ଅଗ୍ରଣୀ ହାସଲ କରିଛି। ବାଂଲାଦେଶ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏବଂ ତୃତୀୟ ଦିବସର ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୧୨୬ ରନ୍ କରିଛି। ବାଂଲାଦେଶ ଏବେବି ୮୬ ରନରେ ପଛୁଆ ଥିବା ବେଳେ […]

pak

pak

Ranjit Kumar Jena
  • Published: Sunday, 09 February 2020
  • Updated: 09 February 2020, 07:09 PM IST

Sports

Latest News

ରାୱଲପିଣ୍ଡି: ଏଠାରେ ଚାଲିଥିବା ପାକିସ୍ତାନ ଓ ବାଂଲାଦେଶ ପ୍ରଥମ ଟେଷ୍ଟରେ ବାଂଲାଦେଶ ପରାଜୟ ନିକଟତର ହୋଇଛି। ବାଂଲାଦେଶର ୨୩୩ ରନ୍ ଜବାବରେ ପାକିସ୍ତାନ ପ୍ରଥମ ଇନିଂସରେ ୪୪୫ ରନ୍ କରି ମୋଟ ୨୧୨ ରନର ଅଗ୍ରଣୀ ହାସଲ କରିଛି। ବାଂଲାଦେଶ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏବଂ ତୃତୀୟ ଦିବସର ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୧୨୬ ରନ୍ କରିଛି। ବାଂଲାଦେଶ ଏବେବି ୮୬ ରନରେ ପଛୁଆ ଥିବା ବେଳେ ହାତରେ ମାତ୍ର ୪ ୱିକେଟ୍ ବାକି ରହିଛି। ଷ୍ଟମ୍ପ ଅପସାରଣ ବେଳକୁ କ୍ୟାପଟେନ୍ ମୋମିନୁଲ୍ ହକ୍ ୩୭ ଓ ଲିଟନ୍ ଦାସ କୌଣସି ରନ୍ ନକରି ଅପରାଜିତ ରହିଛନ୍ତି।

ଦ୍ୱିତୀୟ ଇନିଂସରେ ବାଂଲାଦେଶର ଦୁଇ ଓପ୍ନର ତମିମ୍ ଇକବାଲ୍ (୩୪) ଓ ସୈଫ୍ ହାସନ୍ (୧୬) ନିରାଶ କରିଥିଲେ। ନଜମୁଲ୍ ହୁସେନ୍ ଶାନ୍ତୋ ଓ ମୋମିନୁଲ୍ ଦ୍ୱିତୀୟ ୱିକେଟ୍ ପାଇଁ ୭୧ ରନ୍ ଯୋଡ଼ି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। କିନ୍ତୁ ଏହା ପରେ ଦଳ ୨ ରନ୍ ଭିତରେ ୬ ୱିକେଟ୍ ହରାଇ ବ୍ୟାକଫୁଟକୁ ଚାଲିଆସିଛି। ନଜମୁଲ (୩୮)ଙ୍କୁ ନସୀମ ଶାହ ଆଉଟ୍ କରିଥିଲେ। ତେବେ ତାଇଜୁଲ ଇସଲାମ୍‌, ମହମଦୁଲ୍ଲା ଓ ମହମ୍ମଦ ମିଥୁନ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ପାକିସ୍ତାନ ପକ୍ଷରୁ ନସୀମ ହ୍ୟାଟ୍ରିକ୍ ସହ ୪ଟି ଓ ୟାସିର୍ ଶାହ ୨ଟି ୱିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ପାକିସ୍ତାନ ତା'ର ପୂର୍ବଦିନର ସ୍କୋର ୩୪୨/୩ରୁ ଖେଳ ଆରମ୍ଭ କରିଥିଲା ଏବଂ ୧୦୨ ରନରେ ତା'ର ଶେଷ ୭ ୱିକେଟ୍ ହରାଇଥିଲା। ବାବର ଆଜମ ସେହି ୧୪୩ ରନରେ ପ୍ୟାଭିଲିୟନ୍ ଫେରିଥିବା ବେଳେ ଅସଦ ସଫିକ୍ ୬୫, ହାରିସ୍ ସୋହେଲ୍ ୭୪, ମହମ୍ମଦ ରିଜୱାନ୍ ୧୦, ୟାସିର୍ ୫, ଶାହୀନ ଶାହ ଆଫ୍ରିଦି ୩ ଓ ନସୀମ ୨ ରନ୍ କରି ଆଉଟ୍ ହୋଇଥିଲେ। ବାଂଲାଦେଶ ପକ୍ଷରୁ ଆବୁ ଜାୟେଦ୍ ଓ ରୁବେଲ୍ ହୁସେନ୍ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story