୩୫ ବର୍ଷ ପରେ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଭାରତୀୟ ମହିଳା ହକି ଟିମ୍

ନୂଆଦିଲ୍ଲୀ: ୨୦୧୬ ରିଓ ଅଲିମ୍ପିକ୍ ପାଇଁ ଭାରତୀୟ ମହିଳା ହକି ଟିମ୍ ଯୋଗ୍ୟତା ଅର୍ଜନ କରିଛି। ୩୫ ବର୍ଷ ପରେ ଭାରତୀୟ ଦଳକୁ ଏହି ସଫଳତା ମିଳିଛି। ଏହାପୂର୍ବରୁ ୧୯୮୦ରେ ମହିଳା ଦଳ ଅଲିମ୍ପିକରେ ଭାଗ ନେବା ସହ ଚତୁର୍ଥ ସ୍ଥାନ ହାସଲ କରିଥିଲା। ଅଲିମ୍ପିକ କ୍ୱାଲିଫାଏ କରିଥିବା ଦଳରେ ଓଡ଼ିଶାରୁ ୪ ଖେଳାଳି ଅଛନ୍ତି। ସେମାନେ ହେଲେ ଦୀପଗ୍ରେସ୍ ଏକ୍କା, ଅନୁପା ବାର୍ଲା, ରଶ୍ମିତା ମିଞ୍ଜ୍ ଓ ସୁନୀତା ଲାକ୍ରା। ଗତ ଜୁଲାଇ ମାସରେ ଅନୁଷ୍ଠିତ […]

4 odia in rio alimipic

4 odia in rio alimipic

Rakesh Mallick
  • Published: Saturday, 29 August 2015
  • Updated: 29 August 2015, 10:32 AM IST

Sports

Latest News

4 odia in rio alimipic

ନୂଆଦିଲ୍ଲୀ: ୨୦୧୬ ରିଓ ଅଲିମ୍ପିକ୍ ପାଇଁ ଭାରତୀୟ ମହିଳା ହକି ଟିମ୍ ଯୋଗ୍ୟତା ଅର୍ଜନ କରିଛି। ୩୫ ବର୍ଷ ପରେ ଭାରତୀୟ ଦଳକୁ ଏହି ସଫଳତା ମିଳିଛି। ଏହାପୂର୍ବରୁ ୧୯୮୦ରେ ମହିଳା ଦଳ ଅଲିମ୍ପିକରେ ଭାଗ ନେବା ସହ ଚତୁର୍ଥ ସ୍ଥାନ ହାସଲ କରିଥିଲା। ଅଲିମ୍ପିକ କ୍ୱାଲିଫାଏ କରିଥିବା ଦଳରେ ଓଡ଼ିଶାରୁ ୪ ଖେଳାଳି ଅଛନ୍ତି। ସେମାନେ ହେଲେ ଦୀପଗ୍ରେସ୍ ଏକ୍କା, ଅନୁପା ବାର୍ଲା, ରଶ୍ମିତା ମିଞ୍ଜ୍ ଓ ସୁନୀତା ଲାକ୍ରା।

ଗତ ଜୁଲାଇ ମାସରେ ଅନୁଷ୍ଠିତ ହକି ୱାର୍ଲଡ୍ ଲିଗ୍ ସେମିଫାଇନାଲରେ ପଞ୍ଚମ ସ୍ଥାନରେ ରହିବା ଭାରତ ପାଇଁ ଏହି ସୁଯୋଗ ଆଣିଦେଇଛି। ତେବେ ସବୁ କିଛି ନିର୍ଭର କରୁଥିଲା ୟୁରୋ ହକି ଚାମ୍ପିଅନସିପ୍ ଉପରେ। କାରଣ ଏହି ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ଟିମ୍ ଅଲିମ୍ପିକ୍ ଯୋଗ୍ୟତା ପାଇଥାନ୍ତା। ତେବେ ଦୁଇ ଫାଇନାଲିଷ୍ଟ ଗ୍ରେଟ୍ ବ୍ରିଟେନ୍ ଓ ନେଦରଲ୍ୟାଣ୍ଡସ ହକି ୱାର୍ଲଡ ଲିଗ୍ ସେମିଫାଇନାଲସରୁ ହିଁ ଅଲିମ୍ପିକ୍ ଟିକଟ୍ ପାଇସାରିଥିବାରୁ ଭାରତକୁ ଏହି ସୁଯୋଗ ମିଳିଛି। ରିଓ ଅଲିମ୍ପିକ୍ ପାଇଁ ଦଶମ ଦଳ ଭାବେ ଭାରତୀୟ ମହିଳା ହକି ଦଳ କ୍ୱାଲିଫାଏ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story