୨୦୨୦ ହକି ଅଲମ୍ପିକ ଜିତି ପାରିବ ଭାରତ: ରୁହର

ନୂଆଦିଲ୍ଲୀ: ଭାରତ ୨୦୨୦ ଟୋକିଓ ଅଲମ୍ପିକରେ ଗୋଲ୍ଡ ମେଡାଲ ଜିତି ପାରିବ। ଏହା କହିଛନ୍ତି ଜର୍ମାନୀ ଷ୍ଟାର ଫରୱାର୍ଡ ଖ୍ରୀଷ୍ଟୋଫର ରୁହର। ଏହାସହ ସେ ଭାରତୀୟ ହକି ଟିମ୍‌କୁ ବହୁତ ପ୍ରଶଂସା କରିଛନ୍ତି। ୨୦୧୪ ଏସିଆନ ଚାମ୍ପିଅନ ବିଜେତା ଭାରତ, ୨୦୨୦ ଟୋକିଓ ଅଲମ୍ପିକରେ ସବୁଠାରୁ ବଡ଼ ଦାବିଦାର ହେବ ବୋଲି ସେ କହିଛନ୍ତି। ଏହାସହ ୨୦୧୮ ବିଶ୍ୱକପ୍‌ ମଧ୍ୟ ଭାରତ ଜିତି ପାରିବ। ଏହି ମେଗା ଇଭେଣ୍ଟ ଭାରତରେ ହେଉଥିବାରୁ ଲୋକାଲ ଟିମ୍‌ ଅଧିକ ଫାଇଦାରେ […]

ruhr

Rakesh Mallick
  • Published: Thursday, 12 January 2017
  • , Updated: 12 January 2017, 05:50 PM IST

ନୂଆଦିଲ୍ଲୀ: ଭାରତ ୨୦୨୦ ଟୋକିଓ ଅଲମ୍ପିକରେ ଗୋଲ୍ଡ ମେଡାଲ ଜିତି ପାରିବ। ଏହା କହିଛନ୍ତି ଜର୍ମାନୀ ଷ୍ଟାର ଫରୱାର୍ଡ ଖ୍ରୀଷ୍ଟୋଫର ରୁହର। ଏହାସହ ସେ ଭାରତୀୟ ହକି ଟିମ୍‌କୁ ବହୁତ ପ୍ରଶଂସା କରିଛନ୍ତି। ୨୦୧୪ ଏସିଆନ ଚାମ୍ପିଅନ ବିଜେତା ଭାରତ, ୨୦୨୦ ଟୋକିଓ ଅଲମ୍ପିକରେ ସବୁଠାରୁ ବଡ଼ ଦାବିଦାର ହେବ ବୋଲି ସେ କହିଛନ୍ତି।

ଏହାସହ ୨୦୧୮ ବିଶ୍ୱକପ୍‌ ମଧ୍ୟ ଭାରତ ଜିତି ପାରିବ। ଏହି ମେଗା ଇଭେଣ୍ଟ ଭାରତରେ ହେଉଥିବାରୁ ଲୋକାଲ ଟିମ୍‌ ଅଧିକ ଫାଇଦାରେ ରହିବ ବୋଲି ରୁହର କହିଛନ୍ତି।

Related story