IPL-11: ଚେନ୍ନାଇକୁ ବିଶାଳ ବିଜୟ ଲକ୍ଷ୍ୟ ଦେଲା ଆର୍ସିବି
ଚେନ୍ନାଇ ଆଗରେ ୨୦୬ ରନ୍ର ଟାର୍ଗେଟ୍। ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯାଉଥିବା ମ୍ୟାଚ୍ରେ ଆର୍ସିବି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ସଂଗ୍ରହ କରିଛି ୨୦୫ ରନ୍। ବାଙ୍ଗାଲୋର ପକ୍ଷରୁ ଡିଭିଲିୟର୍ସ ସର୍ବାଧିକ ୬୮ ରନ୍ କରିଥିବା ବେଳେ ଓପନର୍ ଡି-କକ୍ ୫୩ ଓ ମନ୍ଦୀପ ସିଂ ୩୨ ରନର ଇଂନିସ ଖେଳିଥିଲେ। ସିଏସ୍କେ ପକ୍ଷରୁ ଶ୍ରଦ୍ଧାଳୁ ଠାକୁର ଇମ୍ରାନ ତାହିର ଓ ବ୍ରାଭୋ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ।
1524645552-Kohli_Dhoni_BCCL_PTI