ରାଜକୋଟରେ ଟିମ୍ ଇଣ୍ଡିଆ ପାଇଁ ଶେଷ ସୁଯୋଗ, ତୃତୀୟ ସ୍ଥାନକୁ ଫେରିବେ କୋହଲି

ରାଜକୋଟ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ପ୍ରଥମ ଦିନିକିଆରେ ୧୦ ୱିକେଟରେ ଶୋଚନୀୟ ଭାବେ ପରାସ୍ତ ହୋଇଥିବା ଭାରତ ପକ୍ଷେ ସିରିଜକୁ ଫେରିବା ପାଇଁ ଏହା ଶେଷ ସୁଯୋଗ। ମୁମ୍ବାଇରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ନିରାଶ କରିଥିଲା। ଯାହାକୁ ଦେଖି ରାଜକୋଟରେ ଭଲ ପ୍ରଦର୍ଶନ ସହ ପ୍ରତ୍ୟାବର୍ତ୍ତନ କରିବା ଭାରତ ପକ୍ଷେ ସହଜ ହେବନି। ପ୍ରଥମ ଦିନିକିଆରେ ବ୍ୟାଟିଂକ୍ରମରେ ଚତୁର୍ଥ ସ୍ଥାନରେ ଆସିଥିବା […]

kohli

kohli

Ranjit Kumar Jena
  • Published: Thursday, 16 January 2020
  • Updated: 16 January 2020, 07:03 PM IST

Sports

Latest News

ରାଜକୋଟ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ପ୍ରଥମ ଦିନିକିଆରେ ୧୦ ୱିକେଟରେ ଶୋଚନୀୟ ଭାବେ ପରାସ୍ତ ହୋଇଥିବା ଭାରତ ପକ୍ଷେ ସିରିଜକୁ ଫେରିବା ପାଇଁ ଏହା ଶେଷ ସୁଯୋଗ। ମୁମ୍ବାଇରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ନିରାଶ କରିଥିଲା। ଯାହାକୁ ଦେଖି ରାଜକୋଟରେ ଭଲ ପ୍ରଦର୍ଶନ ସହ ପ୍ରତ୍ୟାବର୍ତ୍ତନ କରିବା ଭାରତ ପକ୍ଷେ ସହଜ ହେବନି।

ପ୍ରଥମ ଦିନିକିଆରେ ବ୍ୟାଟିଂକ୍ରମରେ ଚତୁର୍ଥ ସ୍ଥାନରେ ଆସିଥିବା କ୍ୟାପଟେନ୍ ବିରାଟ୍ କୋହଲି ଦ୍ୱିତୀୟ ମ୍ୟାଚରେ ନିଜର ପ୍ରିୟ ତୃତୀୟ ସ୍ଥାନକୁ ବ୍ୟାଟିଂ କରିବାକୁ ଓହ୍ଲାଇବେ। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍ ଜିତି ୧-୦ରେ ଆଗୁଆ ରହିଛି। ଡେଭିଡ୍ ୱାର୍ଣ୍ଣର୍ ଓ ଆରୋନ୍ ଫିଞ୍ଚଙ୍କ ଅପରାଜିତ ଶତକ ମାରିଥିଲେ। ଫର୍ମରେ ଥିବା ତିନି ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ଶିଖର ଧୱନ୍ ଓ ଲୋକେଶ ରାହୁଲଙ୍କୁ ଟିମରେ ସ୍ଥାନ ଦେବା ଚକ୍କରରେ ଖୋଦ୍ କୋହଲି ବ୍ୟାଟିଂକ୍ରମରେ ତଳକୁ ଆସିଥିଲେ, କିନ୍ତୁ ଏଥିରେ ବିଫଳ ହୋଇଥିଲେ।

ଓପନିଂ ବ୍ୟାଟ୍ସମ୍ୟାନ୍ ଧୱନ୍ ପ୍ରଥମ ମ୍ୟାଚ୍ ପରେ କହିଥିଲେ, ଟିମ୍ ମ୍ୟାନେଜମେଣ୍ଟ ଯଦି ଚାହିଁବ, ତାହେଲେ ମୁଁ କୌଣସି କ୍ରମରେ ବ୍ୟାଟିଂ କରିପାରିବି ଏବଂ କୋହଲିଙ୍କୁ ତୃତୀୟ ସ୍ଥାନରେ ଖେଳିବା ଦରକା । ଋଷଭ ପନ୍ତ ଦ୍ୱିତୀୟ ଦିନିକିଆରୁ ବାଦ୍ ହେବା ପରେ ରାହୁଲ ୱିକେଟକିପିଙ୍ଗ୍ କରିବେ। ପୂର୍ବ ମ୍ୟାଚ୍ ଭଳି ରୋହିତ୍ ଓ ଧୱନ୍ ପୁଣିଥରେ ଇନିଂସ୍ ଓପନ୍ କରିପାରନ୍ତି। ଧୱନ୍ ପ୍ରଥମ ମ୍ୟାଚରେ ୯୧ ବଲରେ ୭୪ ରନର ଇନିଂସ୍ ଖେଳିଥିଲେ । ଚତୁର୍ଥ ସ୍ଥାନ ପାଇଁ ରାହୁଲ ଓ ଶ୍ରେୟସ ଆୟରଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାକୁ ପଡ଼ିବ, କାରଣ ଆୟର୍ ଗତ ମ୍ୟାଚରେ ଫେଲ୍ ମାରିଥିଲେ।

ପନ୍ତଙ୍କ ଅନୁପସ୍ଥିତିରେ କର୍ଣ୍ଣାଟକର ମନିଷ ପାଣ୍ଡେଙ୍କୁ ସୁଯୋଗ ମିଳିପାରେ, ଯିଏ ପୁଣେରେ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଟି-୨୦ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ। ତେବେ ଦେଖିବାକୁ ବାକି ରହିଲା ଯେ ଅଭିଜ୍ଞ କେଦାର ଯାଦବ ଏବଂ ଯୁବ ଅଲରାଉଣ୍ଡର ଶିବମ ଦୁବେଙ୍କ ମଧ୍ୟରୁ କାହାକୁ ସୁଯୋଗ ମିଳୁଛି। ଆଇସିସିର ଶ୍ରେଷ୍ଠ ଦିନିକିଆ କ୍ରିକେଟର୍ ବିବେଚିତ ହୋଇଥିବା ରୋହିତ୍ ପ୍ରଥମ ମ୍ୟାଚରେ ବିଫଳ ରହିଥିଲେ, କିନ୍ତୁ ତାଙ୍କୁ ଏବଂ କୋହଲିଙ୍କୁ ବେଶୀ ସମୟ ରୋକିବା ସମ୍ଭବ ନୁହେଁ। କୋହଲି ଭାରତୀୟ ମାଟିରେ ସର୍ବାଧିକ ଶତକ ମାରିଥିବା ସଚିନ ତେନ୍ଦୁଲକରଙ୍କ ରେକର୍ଡ ସମକକ୍ଷ ହେବାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ବୋଲିଂରେ ଭାରତର ସବୁ ବୋଲର ନିରାଶ କରିଥିଲେ । କମବ୍ୟାକ୍ କରିଥିବା ଯଶପ୍ରୀତ ବୁମ୍ରା ୱିକେଟ୍ ନେବାରେ ବିଫଳ ହୋଇଥିଲେ। ରାଜକୋଟରେ ସେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଅଙ୍କୁଶ ଲଗାଇ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବେ।

ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ଶାମି ମଧ୍ୟ ସେଭଳି କିଛି ଖାସ କରିପାରିନଥିଲେ। ଚୂଡ଼ାନ୍ତ ଏକାଦଶରେ ଶାମିଙ୍କ ସ୍ଥାନ ତ ପକ୍କା ଲାଗୁଛି, କିନ୍ତୁ ଠାକୁର ପୁଣି ସୁଯୋଗ ପାଉଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା। ଠାକୁରଙ୍କ ସ୍ଥାନରେ କୋହଲି ଯୁବ ପେସର ନଭଦୀପ ସାଇନିଙ୍କୁ ସୁଯୋଗ ଦେବା ନେଇ ଚିନ୍ତା କରିପାରନ୍ତି। ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ମଧ୍ୟ ଆଶାମୁତାବକ ପ୍ରଦର୍ଶନ କରିପାରିନଥିଲେ। ଜାଡେଜାଙ୍କ ଖେଳିବା ନିଶ୍ଚିତ ଲାଗୁଛି, କିନ୍ତୁ କୁଲଦୀପ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ।

ଅନ୍ୟପକ୍ଷରେ ପ୍ରଥମ ଦିନିକିଆ ଜିତିବା ପରେ ଅଷ୍ଟ୍ରେଲିଆର ମନୋବଳ ଊର୍ଦ୍ଧ୍ୱରେ ରହିଛି। କ୍ୟାପଟେନ୍ ଫିଞ୍ଚ୍ ଓ ୱାର୍ଣ୍ଣର୍ ଲୟ ବଜାୟ ରଖିବାକୁ ଚାହିଁବେ। ମଧ୍ୟକ୍ରମରେ ଷ୍ଟିଭ୍ ସ୍ମିଥ୍‌, ମାର୍ନସ୍ ଲାବୁଶେନ୍‌, ଅଷ୍ଟନ ଟର୍ଣ୍ଣର ଓ ଆଲେକ୍ସ କ୍ୟାରୀଙ୍କ ଭଳି ଦମଦାର ଖେଳାଳି ଅଛନ୍ତି। ଭ୍ରମଣକାରୀ ବୋଲରମାନେ ପ୍ରଥମ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ। ମିଚେଲ୍ ଷ୍ଟାର୍କ ନେତୃତ୍ୱରେ ସେମାନେ ଭାରତକୁ ୨୫୫ ରନରେ ରୋକିଥିଲେ। ସ୍ପିନର୍ ଆଡାମ୍ ଜାମ୍ପା ଓ ଅଷ୍ଟନ୍ ଆଗର ମଧ୍ୟ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ। ତେବେ ଅଷ୍ଟ୍ରେଲିଆର ମଜଭୁତ୍ ବୋଲିଂ ଆକ୍ରମଣ ଏବଂ ଶକ୍ତିଶାଳୀ ବ୍ୟାଟିଂଲାଇନକୁ ଭାରତ ଭେଦ କରିବାରେ ସଫଳ ହେଉଛି କି ନାହିଁ, ତାହା ଶୁକ୍ରବାର ଜଣାପଡିବ।

ସମ୍ଭାବ୍ୟ ସ୍କ୍ୱାଡ୍‌
ଭାରତ: ବିରାଟ୍ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା, ଶିଖର ଧୱନ୍‌, ଲୋକେଶ ରାହୁଲ୍‌ (ୱିକେଟକିପର), ଶ୍ରେୟସ ଆୟର୍‌, ମନିଷ ପାଣ୍ଡେ/କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ୍‌/କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ନଭଦୀପ ସାଇନି/ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି।

ଅଷ୍ଟ୍ରେଲିଆ: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍‌), ଡେଭିଡ୍ ୱାର୍ଣ୍ଣର, ଷ୍ଟିଭ୍ ସ୍ମିଥ୍‌, ମାର୍ନସ୍ ଲାବୁଶେନ୍‌, ଆଲେକ୍ସ କ୍ୟାରୀ (ୱିକେଟକିପର), ଆଷ୍ଟନ୍ ଆଗର, ପ୍ୟାଟ୍ କମିନ୍ସ, କେନ୍ ରିଚାର୍ଡସନ୍‌, ମିଚେଲ୍ ଷ୍ଟାର୍କ, ଆଷ୍ଟନ୍ ଟର୍ଣ୍ଣର୍‌, ଓ ଆଡାମ ଜାମ୍ପା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story