ସିରିଜ୍‌ ପୋଛିବା ଲକ୍ଷ୍ୟରେ ଭାରତ

ହାରାରେ: ହାରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଆସନ୍ତାକାଲି ଖେଳାଯିବ ଭାରତ-ଜିମ୍ବାୱେ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌। ଏହି ମ୍ୟାଚ୍‌ ଭାରତୀୟ ସମୟ ୧୨ଟା ୩୦ରେ ଖେଳାଯିବ । ଭାରତ ଜିମ୍ବାୱେକୁ ୨ଟି ମ୍ୟାଚ୍‌ରେ ହରାଇ ସିରିଜ୍‌ ଜିତି ସାରିଥିବା ବେଳେ ତୃତୀୟ ଦିନିକିଆକୁ ଜିତି ସିରିଜ୍‌ ପୋଛିବା ଲକ୍ଷ୍ୟରେ ରହିବ। ଜିମ୍ବାୱେ ସମ୍ମାନ ରଖିବାକୁ ଶେଷ ମ୍ୟାଚ୍‌ରେ ପ୍ରୟାସ କରିବ। ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟକୁ ଏଡାଇବାକୁ ଟପ୍‌ ଅଡରରେ କିଛି ପରିବର୍ତ୍ତନ କରିପାରେ। ଗତ ମ୍ୟାଚ୍‌ କରିଥିବା […]

india-vs-zim

india-vs-zim

Rakesh Mallick
  • Published: Tuesday, 14 June 2016
  • Updated: 15 June 2016, 09:38 AM IST

Sports

Latest News

ହାରାରେ: ହାରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଆସନ୍ତାକାଲି ଖେଳାଯିବ ଭାରତ-ଜିମ୍ବାୱେ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌। ଏହି ମ୍ୟାଚ୍‌ ଭାରତୀୟ ସମୟ ୧୨ଟା ୩୦ରେ ଖେଳାଯିବ । ଭାରତ ଜିମ୍ବାୱେକୁ ୨ଟି ମ୍ୟାଚ୍‌ରେ ହରାଇ ସିରିଜ୍‌ ଜିତି ସାରିଥିବା ବେଳେ ତୃତୀୟ ଦିନିକିଆକୁ ଜିତି ସିରିଜ୍‌ ପୋଛିବା ଲକ୍ଷ୍ୟରେ ରହିବ।

ଜିମ୍ବାୱେ ସମ୍ମାନ ରଖିବାକୁ ଶେଷ ମ୍ୟାଚ୍‌ରେ ପ୍ରୟାସ କରିବ। ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟକୁ ଏଡାଇବାକୁ ଟପ୍‌ ଅଡରରେ କିଛି ପରିବର୍ତ୍ତନ କରିପାରେ। ଗତ ମ୍ୟାଚ୍‌ କରିଥିବା ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରିବ।

ପ୍ରଥମ ମ୍ୟାଚ୍‌ରେ ଭାରତ ଜିମ୍ବାୱେକୁ ୯ ୱିକେଟରେ ଓ ଦ୍ୱିତୀୟ ମ୍ୟାଚ୍‌ ୮ ୱିକେଟରେ ହରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos