ଡିସେମ୍ବର ୪ରୁ ଓଟିପିଏଲର ତୃତୀୟ ସଂସ୍କରଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୀଳାଚଳ ସ୍ପୋର୍ଟ୍ସ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଓଡ଼ିଶା ଟେନିସ୍ ପ୍ରିମିୟର୍ ଲିଗ୍ (ଓଟିପିଏଲ୍‌)ର ତୃତୀୟ ସଂସ୍କରଣ ଡିସେମ୍ବର ୪ ତାରିଖରୁ କିଟ୍ ବିଶ୍ୱବିଦ୍ୟାଳୟଠାରେ ଆରମ୍ଭ ହେବାକୁ ଯାଉଛି। ପ୍ରଫେସନାଲ୍ ଟେନିସ୍ ରେଜିଷ୍ଟ୍ରୀ, ଆମେରିକା, ଅଲ୍ ଇଣ୍ଡିଆ ଟେନିସ୍ ଆସୋସିଏସନ୍ ଏବଂ ଓଡ଼ିଶା ଟେନିସ୍ ଆସୋସିଏସନର ସହଯୋଗରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ସଂସ୍କରଣରେ ମୋଟ ୮ଟି ଟିମରେ ୩୨ଜଣ ଅନ୍ତର୍ଜାତୀୟ, ଜାତୀୟ ଏବଂ ରାଜ୍ୟ ଖେଳାଳି […]

otpl

otpl

Ranjit Kumar Jena
  • Published: Sunday, 03 November 2019
  • Updated: 04 November 2019, 08:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୀଳାଚଳ ସ୍ପୋର୍ଟ୍ସ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଓଡ଼ିଶା ଟେନିସ୍ ପ୍ରିମିୟର୍ ଲିଗ୍ (ଓଟିପିଏଲ୍‌)ର ତୃତୀୟ ସଂସ୍କରଣ ଡିସେମ୍ବର ୪ ତାରିଖରୁ କିଟ୍ ବିଶ୍ୱବିଦ୍ୟାଳୟଠାରେ ଆରମ୍ଭ ହେବାକୁ ଯାଉଛି। ପ୍ରଫେସନାଲ୍ ଟେନିସ୍ ରେଜିଷ୍ଟ୍ରୀ, ଆମେରିକା, ଅଲ୍ ଇଣ୍ଡିଆ ଟେନିସ୍ ଆସୋସିଏସନ୍ ଏବଂ ଓଡ଼ିଶା ଟେନିସ୍ ଆସୋସିଏସନର ସହଯୋଗରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ଚଳିତ ସଂସ୍କରଣରେ ମୋଟ ୮ଟି ଟିମରେ ୩୨ଜଣ ଅନ୍ତର୍ଜାତୀୟ, ଜାତୀୟ ଏବଂ ରାଜ୍ୟ ଖେଳାଳି ଭାଗ ନେଉଛନ୍ତି। ପ୍ରତି ଟିମରେ ୪ଜଣ ଲେଖାଏ ଖେଳାଳି ରହିଛନ୍ତି। ଟିମ୍ ଗୁଡ଼ିକ ହେଲେ ଭଦ୍ରକ ଭିକ୍ଟର୍ସ, ଭୁବନେଶ୍ୱର ୱାରିୟର୍ସ, କ୍ୟାପିଟାଲ୍ କିଙ୍ଗସ୍‌, କଟକ କନକର୍ସ, କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ, କେଜିଆଇ ଯାଜପୁର ଶୁଟର୍ସ, କିଟ୍ କିଟର୍ ବିଜ୍ ଏବଂ ପାରୁଲ ପେନାସୋନିକ୍ ପୁରୀ ୱେଭର୍ସ। ଉକ୍ତ ଟୁର୍ଣ୍ଣାମେଣ୍ଟରେ ଏଟିପି, ଡବ୍ଲ୍ୟୁଟିଏ, ଆଇଟିଏଫ୍ ଏବଂ ଏଆଇଟିଏର ଶୀର୍ଷ ଖେଳାଳିମାନେ ଭାଗ ନେଉଛନ୍ତି।

ଏହା ପୂର୍ବରୁ ଭୁବନେଶ୍ୱରସ୍ଥିତ ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶାରେ ଓଟିପିଏଲର ଟ୍ରଫି ଉନ୍ମୋଚିତ ହୋଇଛି। ଏହି ଅବସରରେ ପୂର୍ବତନ ୱିମ୍ବଲଡନ୍ ଜୁନିୟର ଚାମ୍ପିୟନ୍ ଏବଂ ଗ୍ରାଣ୍ଡସ୍ଲାମ୍ ଖେଳାଳି ସୁମିତ୍ ନାଗଲ୍‌, ଓଲିଉଡ୍ ଅଭିନେତା ଏବଂ ଲିଗର ବ୍ରାଣ୍ଡ ଆମ୍ବାସାଡର୍ ସବ୍ୟସାଚୀ ମିଶ୍ର, ଓଡ଼ିଆ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା, ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଏବଂ ନୀଳାଚଳ ସ୍ପୋର୍ଟ୍ସ ଫାଉଣ୍ଡେସନର ପରିଚାଳନା ଟ୍ରଫି ଦିଲୀପ ମହାନ୍ତି, ପ୍ରଦୀପ ଖଣ୍ଡେଲୱାଲ୍‌, ମୟୂରେଶ ଦାଶ, ପ୍ରବୀର ମହାନ୍ତି, ସନ୍ତୋଷ ରାଉତ, ସୁମନ୍ତ କୁମାର ବିଶ୍ୱାଳ, ଆଲେକଜାଣ୍ଡାର୍ ଦାସ ଏବଂ ବିଭିନ୍ନ ଟିମର ମାଲିକ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story